Author: TRUPTIMAYEE SAHOO

Passport Rules: ସଂଶୋଧିତ ନିୟମରେ ଗୋପନୀୟତା ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ଭାରତ ସରକାର ପାସପୋର୍ଟ ନିୟମରେ ବାଧ୍ୟତାମୂଳକ ଜନ୍ମ ପ୍ରମାଣପତ୍ରଠାରୁ ଆରମ୍ଭ କରି ରଙ୍ଗ କୋଡେଡ୍ ପାସପୋର୍ଟ ପର୍ଯ୍ୟନ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି । ଯଦି ଆପଣ ବି ବିଦେଶ ଭ୍ରମଣର ସ୍ୱପ୍ନ ଦେଖୁଛନ୍ତି ତେବେ ପ୍ରଥମେ ନିଜର ପାସପୋର୍ଟ ଯାଞ୍ଚ କରନ୍ତୁ । ଭାରତୀୟ ପାସପୋର୍ଟ ଧାରୀଙ୍କ ପାଇଁ ନିୟମରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି । ଏହା ଅଧୀନରେ ନୂଆ ପାସପୋର୍ଟ ତିଆରି କରିବା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରର ଆବଶ୍ୟକତା ବାଧ୍ୟତାମୂଳକ କରାଯାଇଛି । ଯଦି ଆପଣ ପାସପୋର୍ଟ ପାଇବାକୁ ଯୋଜନା କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ନୂଆ ପାସପୋର୍ଟ ନିୟମ ଭାରତୀୟ ନାଗରିକଙ୍କ ପାଇଁ ପାସପୋର୍ଟ ପାଇବା ପ୍ରକ୍ରିୟାକୁ ଅଧିକ ସରଳ ଏବଂ ସୁରକ୍ଷିତ କରିବ। ସଂଶୋଧିତ ନିୟମରେ ଗୋପନୀୟତା ଉପରେ ବିଶେଷ ଧ୍ୟାନ…

Read More