Author: TRUPTIMAYEE SAHOO

BJD: ଏହା ସହିତ ଦଳ ବୁଡିବା ପାଇଁ ପାଣ୍ଡିଆନ ଦାୟୀ ବୋଲି ମଧ୍ୟ କହିଛନ୍ତି ପ୍ରଭାତ। ତାଙ୍କର କାର୍ଯ୍ୟକଳାପ ପାଇଁ ନିର୍ବାଚନ ଫଳ ଭୋଗିଲୁ ବୋଲି କହିଛନ୍ତି ପ୍ରଭାତ। ନବୀନ ପଟ୍ଟନାୟକ ଏବେ ପାଣ୍ଡିଆନଙ୍କ କଥାରେ ଯାଉଥିବା ଧାରଣା ହେଉଛି। ଏବେ ବି ସମୟ ଅଛି ସେ ଯଦି ଆଗକୁ ଆସି ଦଳକୁ ହ୍ୟାଣ୍ଡେଲ କରନ୍ତି ତେବେ ସବୁ ଠିକ ହୋଇଯିବ ବୋଲି କହିଛନ୍ତି ପ୍ରଭାତ। ବିଜେଡ଼ିରେ ଏବେ ଲାଗିଛି ଓ୍ୱାକଫ ବିଲ ନିଆଁ। ଯେଉଁ ନିଆଁ ଲିଭିବା ବଦଳରେ ଦିନକୁ ଦିନ ଜଙ୍ଗଲ ନିଆଁ ଭଳି ବ୍ୟାପି ଚାଲିଛି।  ୨୪ ବର୍ଷ ଧରି ଶାସନ କ୍ଷମତାରେ ରହିଥିବା ବିଜେଡିରେ ଏବେ ଫାଟ ଜଳଜଳ ହୋଇ ଦେଖା ଯାଉଛି। ଜଣଙ୍କ ପରେ ଜଣେ ନେତା ସାମ୍ନାକୁ ଆସି ଭି.କେ ପାଣ୍ଡିଆନଙ୍କୁ ବିରୋଧ କରିବା ଆରମ୍ଭ କଲେଣି। ପ୍ରଥମରୁ କିଛି ନେତା ନାମ ନ ନେଇ ପାଣ୍ଡିଆନଙ୍କୁ ଟାର୍ଗେଟ କରିଥିଲେ। ତେବେ ରବିବାର ଖୋଲାଖୋଲି…

Read More