Author: TRUPTIMAYEE SAHOO

Stock Market: ସେନ୍ସେକ୍ସ ଓ ନିଫ୍ଟିରେ ୫% ହ୍ରାସ। ଆଜି ବିଏସଇର ୩୦ ସେୟାର ବିଶିଷ୍ଟ ସେନ୍ସେକ୍ସ ୫.୧୯ ପ୍ରତିଶତ ବା ୩୯୧୪ ପଏଣ୍ଟ ହ୍ରାସ ପାଇ ୭୧,୪୪୯.୯୪ରେ ପହଞ୍ଚିଛି। ନିଫ୍ଟି ୫ ପ୍ରତିଶତ ବା ୧୧୪୬.୦୫ ହ୍ରାସ ପାଇ ୨୧,୭୫୮.୪ରେ ପହଞ୍ଚିଛି। ଆମେରିକାର ପାରସ୍ପରିକ ଶୁଳ୍କ ଘୋଷଣା ପରେ ବାଣିଜ୍ୟ ଯୁଦ୍ଧ ବୃଦ୍ଧିକୁ ନେଇ ଉଦବେଗ ପ୍ରକାଶ ପାଇଥିବା ବେଳେ ସୋମବାର ଭାରତୀୟ ଷ୍ଟକ ବଜାର ଦୋହଲି ଯାଇଛି। ଏସୀୟ ସେୟାର ଉପରେ ୫ ପ୍ରତିଶତ ହ୍ରାସ ଘଟିଛି।ବିଏସଇର ୩୦ ସେୟାର ବିଶିଷ୍ଟ ସେନ୍ସେକ୍ସ ୫.୧୯ ପ୍ରତିଶତ ବା ୩,୯୧୪ ପଏଣ୍ଟ ହ୍ରାସ ପାଇ ୭୧,୪୪୯.୯୪ରେ ଖୋଲିଛି। ନିଫ୍ଟି ୫ ପ୍ରତିଶତ ବା ୧୧୪୬.୦୫ ହ୍ରାସ ପାଇ ୨୧,୭୫୮.୪ରେ ପହଞ୍ଚିଛି। ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ଆମେରିକାର ବିଭିନ୍ନ ବାଣିଜ୍ୟିକ ସହଯୋଗୀଙ୍କ ଉପରେ ପାରସ୍ପରିକ ଶୁଳ୍କ ଘୋଷଣା କରିଥିଲେ। ଭାରତ ଉପରେ ୨୬ ପ୍ରତିଶତ ଶୁଳ୍କ…

Read More