Author: TRUPTIMAYEE SAHOO

Karnataka:  ଜନଗଣନା ୨୦୧୫ ସର୍ଭେ ଅନୁଯାୟୀ ୭୬.୯୯ ଲକ୍ଷ ମୁସଲମାନ ଅଛନ୍ତି, ଯେଉଁମାନେ ବର୍ତ୍ତମାନ ଓବିସି କୋଟା ଅଧୀନରେ ପ୍ରଚଳିତ ବର୍ଗ ୨ବିରେ ୪ ପ୍ରତିଶତ ସଂରକ୍ଷଣ ପାଇଛନ୍ତି। କର୍ଣ୍ଣାଟକର ଦୁଇଟି ପ୍ରଭାବଶାଳୀ ସଂଖ୍ୟାଲଘୁ ସମ୍ପ୍ରଦାୟ ବିଷୟରେ ଆକର୍ଷଣୀୟ ତଥ୍ୟ ପ୍ରଦାନ କରୁଥିବା ସାମାଜିକ ଓ ଶିକ୍ଷାଗତ ସର୍ବେକ୍ଷଣ ବା ଜାତିଗତ ଜନଗଣନା ଅନୁଯାୟୀ ମୁସଲମାନମାନଙ୍କ ମଧ୍ୟରେ ୯୯ଟି ଉପଜାତି ଥିବା ବେଳେ ଖ୍ରୀଷ୍ଟିଆନମାନଙ୍କ ମଧ୍ୟରେ ନିଜକୁ ‘ବ୍ରାହ୍ମଣ’ ଏବଂ ‘ଭୋକାଲିଗା’ ବୋଲି ପରିଚୟ ଦେଉଥିବା ଲୋକ ରହିଛନ୍ତି। ୨୦୧୫ ସର୍ଭେ ଅନୁଯାୟୀ ୭୬.୯୯ ଲକ୍ଷ ମୁସଲମାନ ଅଛନ୍ତି, ଯେଉଁମାନଙ୍କୁ ଓବିସି କୋଟା ଅଧୀନରେ ବର୍ତ୍ତମାନର ବର୍ଗ ୨ବିରେ ୪ ପ୍ରତିଶତ ସଂରକ୍ଷଣ ମିଳୁଛି। କର୍ଣ୍ଣାଟକ ରାଜ୍ୟ ପଛୁଆ ବର୍ଗ ଆୟୋଗ ୨ବି ବର୍ଗ ପାଇଁ ସଂରକ୍ଷଣକୁ ୮ ପ୍ରତିଶତକୁ ବୃଦ୍ଧି କରିବାକୁ ସୁପାରିସ କରିଛନ୍ତି। ସର୍ବେକ୍ଷଣ ସମୟରେ ମୋଟ ୫୯ ଲକ୍ଷ ମୁସଲମାନ ନିଜକୁ କେବଳ ‘ମୁସଲମାନ’ ବୋଲି ପରିଚୟ…

Read More