Author: TRUPTIMAYEE SAHOO

ବିଶ୍ୱସ୍ତରୀୟ ବିଶ୍ୱସ୍ତରୀୟ କହି ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଉଥିଲେ । କୁଆଡେ ଗଲା ନବୀନ ପାଣ୍ଡିଆନଙ୍କ ବିଶ୍ୱସ୍ତରୀୟ ଡ଼ାକ୍ତରଖାନା । ସବୁଥିରେ ଖାଲି ବିଶ୍ୱସ୍ତରୀୟ ଟ୍ୟାଗ୍ ଲଗାଇ ବୁଲୁଥିଲେ ନବୀନ ପାଣ୍ଡଆନ । ଏବେ କିନ୍ତୁ ଓଡ଼ିଶାରେ ଆଉ ନବୀନ ଚିକିତ୍ସା ନ ହୋଇ ମୁମ୍ବାଇ ଗଲେ । ଓଡ଼ିଶାରେ କଣ ବିଶ୍ୱସ୍ତରୀୟ ଡ଼ାକ୍ତରଖାନାର ଅଭାବ ହୋଇଗଲାକି ବୋଲି ଲୋକେ କହୁଛନ୍ତି । ୨୪ବର୍ଷ ଧରି ନବୀନ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଥିଲେ । ସବୁ ବେଳେ ଖାଲି ରାଜ୍ୟକୁ ବିଶ୍ୱସ୍ତରରେ ପହଂଚାଇବା କଥା କହୁଥିଲେ । କଣ ଖାଲି ଭାଷଣରେ ହସ୍ପିଟାଲ ଯଦି ବିଶ୍ୱସ୍ତରୀୟ ହସ୍ପିଟାଲ ହୋଇଥାନ୍ତା କି ? ନବୀନଙ୍କୁ କଣ ପାଇଁ ଆଜି ମୁମ୍ବାଇ ଯିବାକୁ ପଡ଼ିଲା । ଖାଲି ଘୋଷଣା ପରେ ଘୋଷଣା ହେଉଥିଲା । ଲୋକଙ୍କ କାନରେ ଖାଲି କୋଟି କୋଟି ଟଙ୍କା ଶୁଣାହେଉଥିଲା । ହେଲେ ସେହି ପଇସା ଖର୍ଚ୍ଚ ନ ହୋଇ ଦଳୀୟ ପାଣ୍ଠିବି…

Read More