Author: TRUPTIMAYEE SAHOO

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡା ଉପରେ ୩୫ ପ୍ରତିଶତର ଏକ ନୂଆ ଟାରିଫ ଲଗାଇଛନ୍ତି। ଫେଣ୍ଟାନାଇଲ ନାମକ ଔଷଧ ଉପରେ ସେ ଏହି ଟାରିଫ ଲଗାଇଛନ୍ତି। ଟ୍ରମ୍ପଙ୍କ ଅଭିଯୋଗ ଅନୁସାରେ, ଏହି ଔଷଧ ହେତୁ ଆମେରିକାରେ ପ୍ରତିବର୍ଷ ହଜାର ହଜାର ମୃତ୍ୟୁ ହେଉଛି। ବିଶେଷଜ୍ଞମାନେ ଏହି ଘଟଣାକୁ ଦୁଇ ଦେଶ ମଧ୍ୟରେ ଚାଲିଥିବା ବିବାଦ ଓ ଉତ୍ତେଜନାର ରୂପରେ ଦେଖୁଛନ୍ତି। ସମ୍ଭବତଃ ଟ୍ରମ୍ପଙ୍କ ଏହି ନିଷ୍ପତ୍ତିର ପ୍ରଭାବ ଦୁଇ ଦେଶର ବାଣିଜ୍ୟ ଉପରେ ମଧ୍ୟ ପଡ଼ିପାରେ। ଆସନ୍ତୁ ଏହି ପୂରା ଘଟଣାକୁ ବୁଝିବା । ଫେଣ୍ଟାନାଇଲ କ’ଣ? ଏହା କେଉଁ ରୋଗରେ ବ୍ୟବହୃତ ହୁଏ? ଯଦି ଏହା ଏକ ଔଷଧ, ତେବେ ଆମେରିକାରେ ମୃତ୍ୟୁ କାହିଁକି ହେଉଛି? ଆମେ ଏହା ମଧ୍ୟ ଜାଣିବୁ ଯେ ଏହା କିପରି ବିଶ୍ୱବ୍ୟାପୀ ଚିନ୍ତାର ବିଷୟ ହୋଇଛି। ଫେଣ୍ଟାନାଇଲ ହେଉଛି ଏକ ସିନଥେଟିକ ଓପିଓଇଡି । ଏହା ବେଦନା ନିବାରକ ଭାବେ ଚିକିତ୍ସା କ୍ଷେତ୍ରରେ…

Read More