Author: TRUPTIMAYEE SAHOO

ବିଶ୍ୱରେ ଗୋଟିଏ ମାତ୍ର ଭାଷା ଅଛି ଯେଉଁଥିରେ ଗାଳି ନାହିଁ । ଗାଳି ପାଇଁ ବ୍ୟବହୃତ କୌଣସି ଶବ୍ଦ ଏହି ଭାଷାରେ ଦେଖିବାକୁ ମିଳେନାହିଁ । ସେହି ଭାଷା ହେଉଛି ଦେବଭାଷା ଭାବେ ପରିଚିତ ସଂସ୍କୃତ । କିନ୍ତୁ ବିଶ୍ୱ ଓ ଭାରତର ବାକି ସବୁଭାଷାରେ ଗାଳି ପାଇଁ ଅନେକ ଶବ୍ଦ ରହିଛି । ଏହି ପରିପ୍ରେକ୍ଷୀରେ କେବେ ଭାବିଛନ୍ତି କି ଭାରତର କେଉଁ ରାଜ୍ୟର ଲୋକ ସବୁଠାରୁ ଅଧିକ ଗାଳି ଦିଅନ୍ତି ? ଏକ ସର୍ଭେ ରିପୋର୍ଟ ଅନୁସାରେ ଦିଲ୍ଲୀର ଲୋକମାନେ ସବୁଠାରୁ ଅଧିକ ଗାଳି ଦିଅନ୍ତି। ମା’, ଭଉଣୀ ଓ ମହିଳାଙ୍କ ପାଇଁ ଅପଶବ୍ଦର ବ୍ୟବହାର କରିବାରେ ଦିଲ୍ଲୀ ଦେଶରେ ନମ୍ବର ୱାନ୍ । ଗାଳି ଦେଉଥିବା ରାଜ୍ୟମାନଙ୍କ ମଧ୍ୟରେ କେବଳ ଦିଲ୍ଲୀ ନୁହେଁ, ବରଂ ପଞ୍ଜାବ, ହରିୟାଣା ସହିତ ଅନ୍ୟ ଅନେକ ରାଜ୍ୟର ନାମ ମଧ୍ୟ ସାମିଲ ରହିଛି। ସର୍ଭେରୁ ଜଣାପଡ଼ିଛି ଯେ ଦିଲ୍ଲୀର ଲୋକଙ୍କ ପାଇଁ…

Read More