Author: TRUPTIMAYEE SAHOO

ସବସ୍କ୍ରାଇବରଙ୍କୁ ଠକୁଛନ୍ତି ଓଟିଟି ପ୍ଲାଟଫର୍ମ ? ଓଟିଟି ପ୍ଲାଟଫର୍ମ ସବସ୍କ୍ରାଇବରଙ୍କୁ ଠକୁଛନ୍ତି କି ? ସିଧା ନହେଲେ ବି ଅଙ୍କବଙ୍କା ରାସ୍ତା ଦେଇ ଗ୍ରାହକ ଲୁଟର ଶିକାର ହେଉଛନ୍ତି କି ? କ୍ୟାନସଲ ବଟନ୍ କାହିଁକି ସହଜରେ ଖୋଜିଲେ ମିଳୁନି ? ଆପଣ ଯଦି ଓଟିଟି ସବସ୍କ୍ରାଇବର ତେବେ କେବେ କୌଣସି ଏକ ପ୍ଲାଟଫର୍ମର ସବସ୍କ୍ରିପସନ୍ କ୍ୟାନସଲେସନ୍ ବଟନ୍ ଖୋଜି ସହଜରେ ପାଇଛନ୍ତି କି ? ଯଦି ନୁହେଁ ତେବେ ଆପଣ ଏକା ନୁହଁନ୍ତି,ଆପଣଙ୍କ ଭଳି ଅନେକ ଏମିତି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସବସ୍କ୍ରିପସନ୍ କ୍ୟାନସଲ କରିବାକୁ ଚାହୁଁଥିବା ଗ୍ରାହକଙ୍କୁ କ୍ୟାନସଲ ବଟନ୍ ଖୋଜିବାକୁ ନାକେଦମ ହେବାକୁ ପଡୁଛି । ଏକଥା ଆମେ ନୁହେଁ ଦେଶରେ ହୋଇଥିବା ଏକ ସର୍ଭେ କହୁଛନ୍ତି । ସର୍ଭେ ଅନୁସାରେ ୫୦ ପ୍ରତିଶତ ଉପଭୋକ୍ତା କ୍ୟାନସଲ ବଟନ୍ ଖୋଜି ପାଇବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଦେଶର ୩୫୩ଟି ଜିଲ୍ଲାରେ ୯୫,୦୦୦ ଲୋକଙ୍କ ଉପରେ…

Read More