Author: TRUPTIMAYEE SAHOO

ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି)ର ଭୂମିକାକୁ ନେଇ ବାରମ୍ବାର ପ୍ରଶ୍ନ ଉଠିଥ‌ିବାବେଳେ କମିଟିର ଅଧ୍ୟକ୍ଷାଙ୍କ ସମେତ ଅନ୍ୟ ଜଣେ ସଦସ୍ୟାଙ୍କ ବୟାନ ସମ୍ପୂର୍ଣ୍ଣ ଘଟଣାକୁ ନୂଆ ମୋଡ଼ ଦେଇଛି । ଆଇସିସିର ଦୁଇ ମହିଳା ସଦସ୍ୟ ସୌମ୍ୟାଶ୍ରୀ ଜୀବନଯୁଦ୍ଧରେ ହାରିବା ପରେ ମୁହଁ ଖୋଲିବା ସ୍ପଷ୍ଟ କରୁଛି ଯେ ନିଜକୁ ସରକାରୀ କାର୍ଯ୍ୟାନୁଷ୍ଠାନରୁ ବଞ୍ଚାଇବା ପାଇଁ ସେ ଆଗକୁ ଆସିଛନ୍ତି । ଏହି ଦୁଇଜଣ ଗୋଟିଏ ବଡ଼କଥା ମାନିଛନ୍ତି । ତାହା ହେଉ ଛି ଏଚ୍ଓଡ଼ି ସମୀର ସାହୁଙ୍କ ବ୍ୟବହାର ଭଲ ନ ଥିଲା, ତାଙ୍କୁ ତୁରନ୍ତ ବଦଳି କରିବା ପାଇଁ ଲେଖାଯାଇଥିଲା । କିନ୍ତୁ ୯ ତାରିଖରେ ଆଇସିସି ରିପୋର୍ଟ ପାଇବା ପରେ କାହିଁକି ୧୧ ତାରିଖ ଦିନ ସୌମ୍ୟାଶ୍ରୀଙ୍କୁ ଅଫିସ୍ ଡକାଇ ଧମକ ଦେଇଥିଲେ ତତ୍କାଳୀନ ଅଧ୍ୟକ୍ଷ ଦିଲୀପ ଘୋଷ ? ତା’ପୁଣି ଅଭିଯୁକ୍ତ ସମୀରଙ୍କ ଉପସ୍ଥିତିରେ  ସେଇଦିନ ହିଁ…

Read More