Author: TRUPTIMAYEE SAHOO

ଭାରତରେ ମଧ୍ୟବିତ୍ତ ବର୍ଗକୁ ଦେଶର ଅର୍ଥନୀତିର ମେରୁଦଣ୍ଡ ବୋଲି ବିବେଚନା କରାଯାଏ । ତଥାପି, ଏହି ମଧ୍ୟବିତ୍ତ ବର୍ଗ ଏବେ ନିରନ୍ତର ଋଣରେ ଫସିଯାଇଛନ୍ତି । ଲିଙ୍କଡିନ୍‌ରେ ମଧ୍ୟବିତ୍ତ ବର୍ଗଙ୍କ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ ପାଇଛି । ସମ୍ପତ୍ତି ପରାମର୍ଶଦାତା ତାପସ ଚକ୍ରବର୍ତୀ ଲିଙ୍କଡିନ୍ ପୋଷ୍ଟରେ ଲେଖିଛନ୍ତି ଯେ ଭାରତର ମଧ୍ୟବିତ୍ତ ବର୍ଗ ମୁଦ୍ରାସ୍ତାତି କିମ୍ବା ଟିକସ ଦ୍ଵାରା ଏତେ ଅସୁବିଧାରେ ପଡ଼ିନାହାଁନ୍ତି ଯେପରି ସେମାନେ ଇଏମ୍ଆଇରେ ଫସିଛନ୍ତି । ଚକ୍ରବର୍ତ୍ତାଙ୍କ ମତରେ ଲୋକମାନେ ରୋଜଗାର କରନ୍ତି, ତା’ପରେ ରଣ ନିଅନ୍ତି, ତା’ପରେ ପରିଶୋଧ କରନ୍ତି ଏବଂ ଏହି ଚକ୍ର ଜାରି ରୁହେ । ଏହା ଫଳରେ ସେମାନେ ସଞ୍ଜୟ କରିପାରୁନାହାଁନ୍ତି ଏବଂ ପୁଣି ରଣ ନେବାକୁ ପ୍ରସ୍ତୁତ ଅଛନ୍ତି । ଏହି କାରଣରୁ ମଧ୍ୟବିତ୍ତ ବର୍ଗ ଉପରେ ଋଣ ବୋଝ ମଧ ବୃଦ୍ଧି ପାଉଛି । ପୂର୍ବରୁ ଇଏମ୍ଆଇ କେବଳ ଅତ୍ୟାବଶ୍ୟକ ଜିନିଷ କିଣିବା ପାଇଁ ବ୍ୟବହାର କରାଯାଉଥିଲା…

Read More