Author: TRUPTIMAYEE SAHOO

୧୨ ବର୍ଷ ପୂର୍ବରୁ ଜଣେ ଶିକ୍ଷୟିତ୍ରୀଙ୍କ ଦେହରେ କେହି ଅଜଣା ବ୍ୟକ୍ତି ନିଆଁ ଲଗାଇ ଦେଇଥିଲା। ସେହି ଠିକା ଶିକ୍ଷୟିତ୍ରୀ କିଛିଦିନ ବିଶାଖାପାଟଣା ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଆରପୁରକୁ ଚାଲିଯାଇଥିଲେ ଶିକ୍ଷୟିତ୍ରୀ। ମୃତ୍ୟୁ ପୂର୍ବରୁ ଜମାନବନ୍ଦୀ ଦେଇଥିଲେ ସେ। କ’ଣ ଥିଲା ସେ ମୃତ୍ୟୁକାଳୀନ ଜମାନବନ୍ଦୀରେ? କେଉଁ ମାନଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଶିକ୍ଷୟିତ୍ରୀ? ସେମାନଙ୍କ ଭିତରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନାମ ଥିଲା କି ? ଏହି ଶିକ୍ଷୟିତ୍ରୀଙ୍କ ନାଁ ହେଲା ଇତିଶ୍ରୀ ପ୍ରଧାନ। ରାୟଗଡ଼ା ଜିଲାର ଟିକିରି ୟୁପି ସ୍କୁଲରେ ଅସ୍ଥାୟୀ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ପାଇଥଲେ ଇତିଶ୍ରୀ। ତାଙ୍କୁ ସ୍କୁଲ ଇନ୍ସପେକ୍ଟର ନିତ୍ୟାନନ୍ଦ ଦଣ୍ଡସେନା ଯୌନ ଶୋଷଣ କରୁଥିବା ଅଭିଯୋଗ କରିଥିଲେ ସେ । ଏବାବଦରେ ସେ ଜିଲା ଶିକ୍ଷା ଅଧିକାରୀ, ସାନୀୟ ପଲିସ.ଜିଲାପାଳ ଏବଂ ଏସ୍‌ପିଙ୍କୁ ଜଣାଇ ସୁରକ୍ଷା ଭିକ୍ଷା କରିଥିଲେ । କୋରାପୁଟ ସାଂସଦ ଜୟରାମ ପାଙ୍ଗୀଙ୍କ ସହ…

Read More