Author: TRUPTIMAYEE SAHOO

ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି) ଅଷ୍ଟମ ଶ୍ରେଣୀର ସାମାଜିକ ବିଜ୍ଞାନ ପୁସ୍ତକରେ ଅନେକ ପରିବର୍ତ୍ତନ କରିଛି । ଏହି ପୁସ୍ତକରେ ଦିଲ୍ଲୀ ସୁଲତାନ ଓ ମୋଗଲ କାଳ ସମୟରେ ‘ଧାର୍ମିକ ଅସହିଷ୍ଣୁତା’ର ଅନେକ ଉଦାହରଣ ଦିଆଯାଇଛି । ଏହି ପୁସ୍ତକ ଛାତ୍ରମାନଙ୍କୁ ମୁଖ୍ୟତଃ ଦିଲ୍ଲୀ ସୁଲତାନ ଓ ମୋଗଲ କାଳ ବିଷୟରେ ମଧ୍ୟ କହିଛି । ଏଥିରେ ବାବରଙ୍କୁ ଜଣେ ‘ନିଷ୍ଠୁର ଓ ନିର୍ଦ୍ଦୟ ବିଜେତା’ ବୋଲି ବର୍ଣ୍ଣନା କରାଯାଇଛି, ଯିଏ ନରସଂହାର କରିଥିଲେ । ଅକବରଙ୍କ ଶାସନ କାଳକୁ ‘ନିଷ୍ଠୁରତା ଓ ସହିଷ୍ଣୁତାର ମିଶ୍ରଣ’ ବୋଲି କୁହାଯାଇଛି । ଅନ୍ୟପକ୍ଷରେ, ଔରଙ୍ଗଜେବ ବିଷୟରେ କୁହାଯାଇଛି ଯେ ସେ ମନ୍ଦିର ଓ ଗୁରୁଦ୍ୱାର ନଷ୍ଟ କରିଥିଲେ । ଦିଲ୍ଲୀ ସଲ୍ତନତ ଓ ମୋଗଲମାନଙ୍କ ବିଷୟରେ କ’ଣ ଲେଖାଯାଇଛି ? ଏନସିଇଆରଟି ଅଷ୍ଟମ ଶ୍ରେଣୀ ପାଇଁ ସାମାଜିକ ବିଜ୍ଞାନ ପୁସ୍ତକ ‘ଏକ୍ସପ୍ଲୋରିଂ ସୋସାଇଟି: ଇଣ୍ଡିଆ ଆଣ୍ଡ ବିୟୋଣ୍ଡ’ର ପ୍ରଥମ…

Read More