Author: TRUPTIMAYEE SAHOO

ବିଜେଡ଼ିର କୁମ୍ଭୀର କାନ୍ଦଣା ଦେଖି ହସୁଛନ୍ତି ଲୋକେ । କେଉଁ ବିଜେଡି ବିଧାୟକଙ୍କ ସମ୍ପର୍କୀୟ ସମୀର ସାହୁ ? ଏହି ବିଧାୟକ ପୁଣି ଜଣେ ପୂର୍ବତନ ମନ୍ତ୍ରୀ । ତତ୍କାଳୀନ ସରକାର ଏବଂ ବିଜୁ ଜନତା ଦଳର ପ୍ରଭାବରେ ସମୀର ସାହୁ ବାଲେଶ୍ଵର ଫକୀର ମୋହନ ସୟଂ ଶାସିତ କଲେଜକୁ ବଦଳି ହୋଇଥିଲେ । ଜଣେ ଜୁନିଅର ଅଧ୍ୟାପକ ହୋଇଥିଲେ ହେଁ ତାଙ୍କୁ ଏଜୁକେସନ ବିଭାଗର ମୁଖ୍ୟ କରାଯାଇଥିଲା । ଏବେ ବିଜୁ ଜନତା ଦଳ ନେତାଙ୍କ କୁମ୍ଭୀର କାନ୍ଦଣା ଦେଖି ଜିଲ୍ଲାଟା ସାରା ଲୋକେ ଟାହିଟାପରା କରୁଛନ୍ତି । କିଏ ସେହି ବିଜୁ ଜନତା ଦଳ ବିଧାୟକ ? ମୁହଁ ଖୋଲନ୍ତୁ ବିଜେଡି ସଭାପତି ନବୀନ ପଟ୍ଟନାୟକ । ପୂର୍ବରୁ ଛାତ୍ରୀ ଅସଦାଚରଣ ଅଭିଯୋଗ ସମୀରଙ୍କ ନାଁରେ ଥିଲା । ଏଫ୍ଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ସମୀରଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ଅଧ୍ୟକ୍ଷ ଦିଲୀପ୍ ଘୋଷ ପ୍ରମାଣ ମାଗିଥିଲେ…

Read More