Author: TRUPTIMAYEE SAHOO

ରୁଷିଆ ଓ ଚୀନର ବନ୍ଧୁତା କେବେ ଥଣ୍ଡା କେବେ ଗରମ । ତେବେ ୟୁକ୍ରେନ୍ ଯୁଦ୍ଧ ପରଠାରୁ ଚୀନ୍ ନିଜ ସ୍ୱାର୍ଥ ପାଇଁ ଋଷକୁ ସମର୍ଥନ କରୁଛି । ପାଶ୍ଚାତ୍ୟ ଦେଶମାନଙ୍କ ପ୍ରତିବନ୍ଧକ ସତ୍ତ୍ୱେ ଚୀନ ରୁଷିଆକୁ ପ୍ରଚୁର ସାହାଯ୍ୟ କରିଛି । ଏହା ଦ୍ୱାରା ରୁଷିଆର ଅର୍ଥନୀତି ମଜବୁତ ହେବା ସହ ସୈନ୍ୟ ଦିଗରେ ମଧ୍ୟ ଏହା ଶକ୍ତିଶାଳୀ ହୋଇଛି । ଏହି ସମୟରେ ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ଚୀନର ଏକ ଅର୍ଥନୈତିକ ଗୁଲାମ ଦେଶ ନିଜର ସୈନ୍ୟ ପଠାଇ ରୁଷିଆର ସୈନ୍ୟ ସାହାଯ୍ୟ କରିପାରେ । ଏହି ଦେଶ ଅନ୍ୟ କେହି ନୁହେଁ, ବରଂ ଲାଓସ । ଲାଓସ ଉପରେ ଚୀନର ଅରବ ଡଲାରର ଋଣ ରହିଛି । କିଛି ବର୍ଷ ପୂର୍ବେ ଚୀନ ଋଣ ଅପଚୟ କରିବାରୁ ଲାଓସର ପାୱାରଗ୍ରିଡକୁ ନିଜ ଅଧୀନକୁ ନେଇଥିଲା । ଲାଓସର ରୁଷିଆ ସହ ମଧ୍ୟ ଘନିଷ୍ଠ…

Read More