Author: TRUPTIMAYEE SAHOO

ମେ ମାସରେ ଭାରତ ଓ ପାକିସ୍ତାନ ମଧ୍ୟରେ ଚାରି ଦିନିଆ ଯୁଦ୍ଧ ହୋଇଥିଲା । ସେହିଭଳି ଜୁନ ମାସରେ ଇସ୍ରାଏଲ ଓ ଇରାନ ମଧ୍ୟରେ ୧୨ ଦିନ ଧରି ଯୁଦ୍ଧ ଚାଲିଥିଲା । ଏହି ଦୁଇଟି ସଂଘର୍ଷ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି । ଏହାର କାରଣ ହେଲା ଯୁଦ୍ଧର ବଦଳିଯାଇଥିବା ସ୍ୱରୂପ । ଏହି ଦୁଇ ସଂଘର୍ଷ ଦର୍ଶାଇଛି ଯେ ଲଢୁଆ ବିମାନ ଓ ମିସାଇଲ ଆକ୍ରମଣଠାରୁ ଆଗକୁ ବଢ଼ି ଏବେ ଯୁଦ୍ଧ ସାଇବର ଆକ୍ରମଣ, ସଚେତନତା ଏବଂ ଲୋକଙ୍କ ମଧ୍ୟରେ ନିଜର କଥା ପହଞ୍ଚାଇ ନିଜ ପକ୍ଷରେ ମାହୋଲ ସୃଷ୍ଟି କରିବା ପର୍ଯ୍ୟନ୍ତ ପହଞ୍ଚିଛି । ଇସରାଏଲୀ ୱେବସାଇଟ ୱାଇନେଟ ତା’ର ରିପୋର୍ଟରେ କହିଛି ଯେ କିପରି ଇସ୍ରାଏଲ ଓ ଭାରତ ଏଆଇ ଆଧାରିତ ଯୁଦ୍ଧ, ସାଇବର ଅପରେସନ ଏବଂ ରଣନୀତିକ ଯୋଜନା ତିଆରିରେ କ୍ଷମତା ବିକଶିତ କରିଛନ୍ତି । ଭାରତ ଏହାର ବ୍ୟବହାର ପାକିସ୍ତାନ ବିରୁଦ୍ଧରେ କରିଥିବା…

Read More