Author: TRUPTIMAYEE SAHOO

ଉପରାଷ୍ଟ୍ରପତି ପଦବୀରୁ କାହିଁକି ଇସ୍ତଫା ଦେଲେ ଜଗଦୀପ ଧନଖଡ଼ ? ଜଣେ ସୁସ୍ଥ ଓ ଶକ୍ତ ମାନସିକ ଧାରୀ ବ୍ୟକ୍ତି ଯିଏ କଠୋର ବିରୋଧୀଙ୍କୁ ତାଙ୍କ ଘାଟରେ ପାଣି ପିଆଉଥିଲେ ସେ ପୁଣି ହଠାତ୍‍ କେମିତି ଭାଙ୍ଗିପଡ଼ିଲେ? କାହିଁକି ମୌସୁମୀ ଅଧିବେଶନର ପ୍ରଥମ ଦିନକୁ ଇସ୍ତଫା ପାଇଁ ସ୍ଥିର କରାଯାଇଥିଲା ? ଏମିତି ଅନେକ ପ୍ରଶ୍ନ ଏବେ ଦେଶବାସୀଙ୍କ ମନରେ ଉଠୁଛି କାରଣ ଧନଖଡ଼ ହେଉଛନ୍ତି ପ୍ରଥମ ଉପ ରାଷ୍ଟ୍ରପତି ଯିଏ କାର୍ଯ୍ୟ ଶେଷ ପୂର୍ବରୁ ବିନା ରାଷ୍ଟ୍ରପତି ନିର୍ବାଚନ ଲକ୍ଷ୍ୟରେ ଇସ୍ତଫା ଦେଇଛନ୍ତି । ଜଗଦୀପ ବିଜେପିର ମୂଳପିଣ୍ଡ ସଂଘ ସଦସ୍ୟ ନୁହନ୍ତି। ସେ ବିଜେପିରେ ୨୦୦୩ ମସିହାରେ ଯୋଗ ଦେଇଥିଲେ। ଏହା ପୂର୍ବରୁ କଂଗ୍ରେସ ଓ ଜନତା ଦଳରେ କେନ୍ଦ୍ରମନ୍ତ୍ରୀ ହେବା ସହ ତାଙ୍କର ନିଜ ରାଜ୍ୟ ରାଜସ୍ଥାନ ବିଧାନସଭାରେ ସଦସ୍ୟ ରହିଥିଲେ ଧନଖଡ଼। ଯେଉଁ ପଦପଦବୀ ସେ ମଣ୍ଡିତ ହୋଇଛନ୍ତି ତାହାର କାର୍ଯ୍ୟକାଳ ସେ ସମ୍ପୂର୍ଣ୍ଣ ସମୟ…

Read More