Author: TRUPTIMAYEE SAHOO

ଥାଇଲାଣ୍ଡ ଓ କମ୍ବୋଡ଼ିଆ ମଧ୍ୟରେ ତୀବ୍ର ଉତ୍ତେଜନା ଜାରି ରହିଛି । ସୀମାରେ ଯୁଦ୍ଧ ଆରମ୍ଭ ହୋଇଛି । ଗୋଳାବାରୁଦ ଓ ବିମାନ ଆକ୍ରମଣରେ ଥାଇଲାଣ୍ଡର ୧୨ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି । ବାରମ୍ବାର ଉଭୟ ଦେଶ ମଧ୍ୟରେ ସୀମା ବିବାଦ ରକ୍ତାତ ସଂଘର୍ଷରେ ପରିଣତ ହୋଇଛି । ଗୋଳାବାରୁଦ ପରେ ଥାଇଲାଣ୍ଡ F-16 ବିମାନ ଆକ୍ରମଣ କରିଛି । କମ୍ବୋଡ଼ିଆ ରକେଟ ମାଡ଼ କରିଛି । ଏଥର ଏହି ବିବାଦର କେନ୍ଦ୍ର ଏକ ପ୍ରାଚୀନ ହିନ୍ଦୁ ଶିବ ମନ୍ଦିର । ତେବେ ପ୍ରଶ୍ନ ହେଲା ଦୁଇ ବୌଦ୍ଧ ଦେଶଙ୍କ ମଧ୍ୟରେ ଗୋଟିଏ ପ୍ରାଚୀନ ଶିବମନ୍ଦିରକୁ ନେଇ ବିବାଦ କଣ ପାଇଁ ? ଏହାର ଉତ୍ତର ହେଉଛି ଦୁଇ ଦେଶର ହିନ୍ଦୁ ଅତିତ । ୧୯ଶ ଶତାବ୍ଦୀରେ ଫ୍ରାନ୍ସ ଭିଏତନାମ, ଥାଇଲାଣ୍ଡ ଓ ଲାଓସକୁ ନିଜ ଉପନିବେଶ କରି ଫ୍ରେଞ୍ଚ ଇଣ୍ଡୋଚାଇନା ଗଠନ କରିଥିଲା । କିନ୍ତୁ ପ୍ରାୟ ୭୦-୭୫…

Read More