Author: TRUPTIMAYEE SAHOO

କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦେଶ ବିରୋଧରେ ମନ୍ତବ୍ୟ ଦେଇ ଆଜି ସୁପ୍ରିମକୋର୍ଟରେ ଭର୍ତ୍ସତ ହୋଇଛନ୍ତି । ଅପରପକ୍ଷରେ ଓଡ଼ିଶାକୁ ଦେଶ ବିଦେଶରେ ଏକ ବଳାତ୍କାରୀ ରାଜ୍ୟ ଭାବେ କଂଗ୍ରେସ ନେତ୍ରୀମାନେ ପ୍ରଚାର କରିବାରେ ଲାଗିଛନ୍ତି । କଂଗ୍ରେସର ଏଭଳି କାମକୁ ସାଧାରଣରେ ଅପସନ୍ଦ କରାଯାଉଛି । ଯଦି କଂଗ୍ରେସ ନେତ୍ରୀମାନଙ୍କର ଏଭଳି ଧାରା ଜାରି ରହେ ତେବେ ଆଗାମୀ ଦିନରେ ପୁଣି ରାଜନିତୀକ ବନବାସରେ ରହିବ ବୋଲି ଆଲୋଚନା ହେଉଛି । ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିସିଙ୍କ ଆତ୍ମଦାହ ପରେ କଂଗ୍ରେସ ନେତ୍ରୀ ଅଳକା ଲାମ୍ବା , ସୋଫିଆ ପିରଦୋସ , ମିନାକ୍ଷୀ ବାହାନପତି ଦିଲ୍ଲୀକୁ ଯାଇ ଓଡ଼ିଶାର ଆଇନ ଶୃଙ୍ଖଳା ସର୍ମ୍ପକରେ ବୟାନ ବାଜି କରିଥିଲେ । ଏହି ଘଟଣା ପୂର୍ବରୁ ଓଡ଼ିଶା ଏକ ବଳାତ୍କାରୀ ରାଜ୍ୟ ବୋଲି ଆମେରିକା ପକ୍ଷରୁ ତାର ନାଗରିକମାନଙ୍କୁ ପରାମର୍ଶ ଦେଇ ଓଡ଼ିଶାକୁ…

Read More