Author: TRUPTIMAYEE SAHOO

ଆଜିର ଦୁନିଆରେ ଯିଏ ସମୁଦ୍ରକୁ ନିୟନ୍ତ୍ରଣ କଲା, ସେଇ ସମଗ୍ର ବିଶ୍ୱର ବ୍ୟାପାରକୁ ନିୟନ୍ତ୍ରଣ କଲା। ଆଉ ଆଜି ଆମେ ଆଲୋଚନା କରିବାକୁ ଯାଉଛୁ ଏପରି ଏକ ଜ୍ୱଳନ୍ତ ସାମୁଦ୍ରିକ ପ୍ରସଙ୍ଗ ଉପରେ, ଯାହା ଭାରତର ଜାତୀୟ ସୁରକ୍ଷା ପାଇଁ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଆପଣମାନେ ନିଶ୍ଚୟ ‘ଷ୍ଟ୍ରିଙ୍ଗ୍ ଅଫ୍ ପର୍ଲ୍ସ’ ରଣନୀତି ବିଷୟରେ ଶୁଣିଥିବେ। ଭାରତକୁ ଚାରିପଟୁ ଘେରିବା ପାଇଁ ବିଦେଶୀ ଶତ୍ରୁ ତଥା ପ୍ରତିଦ୍ୱନ୍ଦ୍ୱୀମାନେ କିପରି ଆମ ପଡ଼ିଶା ରାଷ୍ଟ୍ରମାନଙ୍କରେ ବନ୍ଦର ଏବଂ ସାମୁଦ୍ରିକ ଘାଟି ନିର୍ମାଣ କରୁଛନ୍ତି, ତାହା ଆଜି ଗୁପ୍ତ ନୁହେଁ। କିନ୍ତୁ ପ୍ରଶ୍ନ ହେଉଛି— ଏହି ବିଶ୍ୱବ୍ୟାପୀ ଚକ୍ରବ୍ୟୂହକୁ ଭେଦ କରି ଭାରତୀୟ ନୌସେନା କିପରି ନିଜର ଆଧିପତ୍ୟ ବଜାୟ ରଖିଛି? ବଙ୍ଗୋପସାଗର ଏବଂ ପୂର୍ବ ଭାରତୀୟ ମହାସାଗର ଆଜି କାହିଁକି ଏକ ବଡ଼ ରଣନୈତିକ ରଣକ୍ଷେତ୍ର ପାଲଟିଛି? ଆଜିର ଏହି ବିଶ୍ଳେଷଣରେ ଆମେ ଜାଣିବା ଯେ ଭାରତୀୟ ସୀମାକୁ ସୁରକ୍ଷା ଦେବା ପାଇଁ…

Read More