Author: TRUPTIMAYEE SAHOO

ଓଡ଼ିଶା, ଯାହାକୁ କି କଳା, ସଂସ୍କୃତି, ଏବଂ ଇତିହାସର ଏକ ଅଫୁରନ୍ତ ଭଣ୍ଡାର ବୋଲି କୁହାଯାଏ। ଯେତେବେଳେ ଆମେ ଓଡ଼ିଶାର ସବୁଠାରୁ ପୁରାତନ ସହର କଥା ଚିନ୍ତା କରୁ, ସେତେବେଳେ ସାଧାରଣତଃ କଟକ ବା ସେଭଳି କିଛି ପ୍ରମୁଖ ସ୍ଥାନର ନାମ ମନକୁ ଆସେ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଐତିହାସିକ ସ୍ଥାନ ସମ୍ପର୍କରେ କହିବାକୁ ଯାଉଛୁ, ଯାହା ଓଡ଼ିଶାର ପ୍ରାଚୀନତମ ସହରମାନଙ୍କ ମଧ୍ୟରୁ ଅନ୍ୟତମ – ତାହା ହେଉଛି ଯାଜପୁର। ତେବେ ଆସନ୍ତୁ, ଯାଜପୁରର ଏହି ଅତୀତ, ଏହାର ନାମକରଣର ଇତିହାସ, ଏବଂ ଏହାର ସାଂସ୍କୃତିକ ଗୁରୁତ୍ୱ ସମ୍ପର୍କରେ ବିସ୍ତୃତ ଭାବରେ ଜାଣିବା। ଇତିହାସର ପୃଷ୍ଠାକୁ ଓଲଟାଇଲେ ଯାଜପୁରର ପ୍ରାଚୀନତା ସ୍ପଷ୍ଟ ଜାଣି ହୁଏ। ଓଡ଼ିଶାର ସବୁଠାରୁ ପ୍ରାଚୀନ ସହରମାନଙ୍କ ମଧ୍ୟରେ ଯାଜପୁରକୁ ଏକ ପ୍ରମୁଖ ସ୍ଥାନ ଦିଆଯାଇଥାଏ। ପ୍ରାଚୀନ କାଳରେ ଏହି ସ୍ଥାନ କେବଳ ଏକ ସହର ନଥିଲା, ବରଂ ଏହା ଥିଲା ରାଜନୈତିକ, ଧାର୍ମିକ…

Read More