Author: TRUPTIMAYEE SAHOO

ପାର୍ବଣ ମୁଖର ହେଲାଣି ପରିବେଶ ଆଡ଼ମ୍ବର ନେଇ ଆସୁଛନ୍ତି ଅଗ୍ରପୂଜ୍ୟ । ସଜେଇ ହେଲାଣି ପୂଜା ମଣ୍ଡପ ପୂଜା ମଣ୍ଡପରେ ସିନା ଗଣେଶ ଚତୁର୍ଥୀରେ ପୂଜା ପାଆନ୍ତି, କିନ୍ତୁ ଶ୍ରୀମନ୍ଦିରରେ ଦୈନନ୍ଦିନ ପୂଜା ପାଆନ୍ତି ଶ୍ରୀଗଣେଶ । ଅଗ୍ରପୂଜ୍ୟ ଭିନ୍ନଭିନ୍ନ ନାମରେ ନାମିତ ହୋଇଛନ୍ତି। ଏହି ନାଁ ପଛରେ ଥିବା ରହସ୍ୟ ଭକ୍ତଙ୍କୁ ଆବେଗମୟ କରିଛି । ବଟ ଗଣେଶ, ଦନ୍ତ ବା ନର୍ତ୍ତକ ଗଣେଶ, କାଞ୍ଚି ଗଣେଶ ବା ଆସନ୍ତାକାଲି ଗଣେଶ ପୂଜା ଶ୍ରୀମନ୍ଦିର ବେଢ଼ାରେ ବିଘ୍ନ ବିନାଶନ ପାଇଁ ବିରାଜିତ ହୋଇଛନ୍ତି ବିଘ୍ନରାଜ ଗଣେଶ । ଗଜପତିମାନେ ଭିନ୍ନଭିନ୍ନ ସମୟରେ ଶ୍ରୀଗଣେଶଙ୍କ ବିଗ୍ରହ ଶ୍ରୀମନ୍ଦିରରେ ପ୍ରତିଷ୍ଠା କରିଛନ୍ତି । ସ୍ଥାନ କାଳ ମୁତାବକ ଭଣ୍ଡ ଗଣେଶ, ରୋଷ ଗଣେଶ, ଚର୍ଚ୍ଚା ଗଣେଶ, ସରଘରଗଣେଶ,ଗୋଦାମ ଗଣେଶ ଭଳି ୨୯ ଶ୍ରୀଗଣେଶ ବିଗ୍ରହ ଓ ପ୍ରାୟ ୧୦ରୁ ଅଧିକ ବିଘ୍ନରାଜଙ୍କ ଚିତ୍ର ବିରାଜିତ। ଶ୍ରୀମନ୍ଦିରରେ ବିରାଜିତ ଶ୍ରୀଗଣେଶଙ୍କ କେତେକ ବିଗ୍ରହଙ୍କର ଏକାଧିକ…

Read More