Author: TRUPTIMAYEE SAHOO

ନବେ ଦଶକରେ ରକ୍ଷଣଶୀଳ ଓଡ଼ିଶାର ପୁରୀ ସହରର କଥା। ଭୈରବ ନାଁ ଶୁଣିଲେ କାହିଁକି କେଜାଣି ଜ୍ଞାତସାରରେ ଗୋଟେ ଭୟ ଖେଳୁଥିଲା ମନ ଭିତରେ। ଆଉ ତା’ର ଡାକ ଥିଲା ମୃତ୍ୟୁର ରଡ଼ି ଭଳି। ସାହି ଭିତରକୁ ସେ ଆସିଲେ ପିଲାମାନଙ୍କୁ ବାହାରକୁ ଯିବାକୁ ବାରଣ କରୁଥିଲେ ଲୋକମାନେ। ଶାରିରୀକ ଭାବେ ସେ ବିକଟାଳ ରୂପ ଧାରଣ କରେ ବା କାହାର କ୍ଷତି କରେ ତା’ ନୁହେଁ, କିନ୍ତୁ ଘରେ କାହାର ମୃତ୍ୟୁ ହେଲେ ପ୍ରଥମେ ଖୋଜା ପଡ଼ୁଥିଲା ତାକୁ। କହୁଥିଲେ ତାକୁ ପ୍ରେତ ବି ଡରନ୍ତି। ଆଉ ସେ ପ୍ରୀତ ହେଲେ ପ୍ରେତ ଶାନ୍ତ ହୁଏ। ଅର୍ଥାତ୍‍ ଭୟର ଅନ୍ୟ ନାମ ଥିଲା ଏହି ଭୈରବ। ବିଜେଡିରେ ବି ଏମିତି କୋକୁଆ ଭୟ ଆକ୍ରାନ୍ତ କରିଛି। ଭୈରବ ନାଁ ଶୁଣିଲେ ବଡ଼ ବଡ଼ କ୍ଷମତାଶାଳୀ ନେତାଙ୍କ ପାଟି ଖନି ମାଡ଼ୁଛି। ପ୍ରଶ୍ନ ଉଠୁଥିବ ପ୍ରକୃତରେ ଭୈରବ କିଏ, କାହିଁକି ଆଜି…

Read More