Author: TRUPTIMAYEE SAHOO

ପାକିସ୍ତାନ ଓ ସାଉଦି ଆରବ ମଧ୍ୟରେ ଏକ ଐତିହାସିକ ଚୁକ୍ତି ସ୍ୱାକ୍ଷାରିତ ହୋଇଛି । ଏହି ଚୁକ୍ତି ଅନୁସାରେ ସାଉଦି ଆରବ ଉପରେ ଆକ୍ରମଣକୁ ପାକିସ୍ତାନ ନିଜ ଉପରେ ଆକ୍ରମଣ ଭାବେ ନେବ । ସେହିଭଳି ଯଦି ପାକିସ୍ତାନ ଉପରେ କୌଣସି ଦେଶ ଆକ୍ରମଣ କରେ ତେବେ ସାଉଦି ଆରବ ଏହାକୁ ନିଜ ଉପରେ ଆକ୍ରମଣ ଭାବେ ବିବେଚନା କରିବ । ଯାହାର ଦୂରଗାମୀ ପ୍ରଭାବ ଭାରତ ଉପରେ ପଡ଼ିବାକୁ ଯାଉଛି । ନିକଟରେ ଅପରେସନ୍ ସିନ୍ଦୂର କାଳରେ ସାଉଦି ଆରବ ,ଭାରତକୁ ସମର୍ଥନ କରିଥିଲା । କିନ୍ତୁ ଏହି ଚୁକ୍ତି ପରେ ଚିତ୍ର ସମ୍ପୂର୍ଣ୍ଣ ରୂପେ ବଦଳିଯିବ । କାରଣ ଭାରତ ଆଗକୁ ଯଦି କେବେ ଅପରେସନ୍ ସିନ୍ଦୂର ଭଳି କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ପାକିସ୍ତାନ ବିରୋଧରେ ଗ୍ରହଣ କରେ ତେବେ ସେତେବେଳେ ସାଉଦି ଆରବର ଆଭିମୁଖ୍ୟ କ’ଣ ରହିବ ? ସାଉଦି ଆରବ କ’ଣ ଭାରତ ବିରୋଧରେ ପାକିସ୍ତାନକୁ…

Read More