Author: TRUPTIMAYEE SAHOO

ସୁଭଦ୍ରା ହୀତାଧିକାରୀଙ୍କ ପାଇଁ ଖୁସି ଖବର । ଏବେ ସୁଭଦ୍ରା ହୀତାଧିକାରୀ ପାଇବେ ପେନସନ । ଆସନ୍ତୁ ଜାଣିବା କେଉଁମାନେ ଏଥିରେ ସାମିଲ ହୋଇପାରିବେ । ତେବ ୬୦ ବର୍ଷ ବୟସ୍କ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ । ସୁଭଦ୍ରା ଯୋଜନା ଅଧୀନରେ ୬୦ ବର୍ଷ ଏବଂ ତା ଠାରୁ ଅଧିକ ବୟସର ହିତାଧିକାରୀମାନେ ଏବେ ପେନସନ ଲାଭ ପାଇଁ ଯୋଗ୍ୟ ହେବେ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ଆବେଦନ କଲେ ମିଳିବ ପେନସନ୍ । ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ବ୍ୟକ୍ତି ସଶକ୍ତିକରଣ ବିଭାଗ (SSEPD) ପକ୍ଷରୁ ଏକ ସରକାରୀ ସୂଚନାରେ, ଅତିରିକ୍ତ ସଚିବ ଦୀପକ ରାଉତରାୟ ସ୍ପଷ୍ଟ କରିଛନ୍ତି ଯେ ପୂର୍ବରୁ ସୁଭଦ୍ରା ଯୋଜନାରେ ଲାଭ ପାଇଥିବା ବ୍ୟକ୍ତିମାନେ ୬୦ ବର୍ଷ ବୟସ ପରେ MBPY କିମ୍ବା NSAP ଅଧୀନରେ ପେନସନ ପାଇଁ ଆବେଦନ କରିପାରିବେ। ମଧୁ ବାବୁ ପେନସନ ଯୋଜନା (MBPY) ଏବଂ…

Read More