Author: TRUPTIMAYEE SAHOO

ମହିଳା ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ହତ୍ୟା ଘଟଣା ପଦାକୁ ଆସିବା ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ମାଲାୟଲମ୍ ସିନେମା ‘ମନଷ୍ଟର’ ସହ ଶୁଭମିତ୍ରା ହତ୍ୟାକାଣ୍ଡ ଏକପ୍ରକାର ସମାନ। ମୋହନ ଲାଲଙ୍କ ଅଭିନୀତ ଏହି ଚଳଚ୍ଚିତ୍ରରେ ବୀମା ରାଶି ହାତେଇବା ପାଇଁ ହନି ରୋଜ୍ କିପରି ଗୋଟିଏ ପରେ ଗୋଟିଏ ହତ୍ୟା କରୁଛନ୍ତି ତାହା ଦେଖ‌ିବାକୁ ମିଳିଛି । ହନି ରୋଜ୍ ନିଜ ନାମ ବଦଳାଇ ଗୋଟିଏ ପରେ ଗୋଟିଏ ବିବାହ କରିବା ସହ ସ୍ୱାମୀଙ୍କୁ ହତ୍ୟା କରୁଥିଲେ। ଆଉ ସ୍ଵାମୀଙ୍କ ମୃତ୍ୟୁପରେ ବୀମା ବାବଦକୁ ୩ କୋଟି ଟଙ୍କା ପାଉଥିଲେ । ୩ଟି ରାଜ୍ୟରେ ୩ଟି ହତ୍ୟା କରି ୧୨ କୋଟି ଟଙ୍କା ହାତେଇ ଥିଲେ I ଚତୁର୍ଥ ହତ୍ୟାକାଣ୍ଡ କରିବା ପୂର୍ବରୁ ତଦନ୍ତକାରୀ ଅଧିକାରୀ ମୋହନ ଲାଲଙ୍କ ହାତରେ ଧରାପଡ଼ିଥିଲେ। ୨୦୨୨ ମସିହାର ଏହି ମାଲାୟଲମ୍ ସିନେମା ସହ ଦୀପକର ଷ୍ଟୋରୀ ଏକପ୍ରକାର ମ୍ୟାଚ କରୁଛି। ଦୀପକ…

Read More