Author: TRUPTIMAYEE SAHOO

ମହିଷାସୁରର ପିତା ରମ୍ଭ ଅସୁରମାନଙ୍କର (ରାକ୍ଷସମାନଙ୍କର) ରାଜା ଥିଲେ। ଅସୁରମାନଙ୍କୁ ଦେବତାମାନଙ୍କର ଚିରନ୍ତନ ଶତ୍ରୁ ବୋଲି ବିବେଚନା କରାଯାଏ। ‘ମହିଷାସୁର’ ଏକ ସଂସ୍କୃତ ଶବ୍ଦ ଯାହା ‘ମହିଷ’ ଅର୍ଥାତ୍ ମଇଁଷି ଏବଂ ‘ଅସୁର’ ଅର୍ଥାତ୍ ଦୈତ୍ୟ-ଦେବତାରୁ ମିଶି ଗଠିତ। ହିନ୍ଦୁ ପୁରାଣ ଅନୁସାରେ, ମହିଷାସୁର ତାହାର ଅସୀମ ଶକ୍ତି ବଳରେ ତିନି ଲୋକରେ ଉତ୍ପାତ ମଚାଇବାକୁ ଲାଗିଲା। ତା’ର ଅନ୍ତ ପାଇଁ ଦେବତାମାନଙ୍କର ତେଜରୁ ମା’ ଦୁର୍ଗାଙ୍କର ଜନ୍ମ ହେଲା, ଯିଏ ମହିଷାସୁରର ସଂହାର କଲେ। କିନ୍ତୁ ଏହା ମହିଷାସୁରର କାହାଣୀର କେବଳ ଏକ ଅଂଶ। ଦେଶର ଅନେକ ଅଞ୍ଚଳରେ ଏପରି ସ୍ଥାନ ଅଛି, ଯେଉଁଠାରେ ମହିଷାସୁରର ପୂଜା ହୁଏ। କିଛି ଜନଜାତି ତାଙ୍କୁ ନିଜର ପୂର୍ବଜ ବୋଲି ମାନନ୍ତି। କିଛି ଅଞ୍ଚଳରେ ମହିଷାସୁରକୁ ଦଳିତ ବୋଲି ମନାଯାଏ। ତେବେ ସତରେ ମହିଷାସୁର କିଏ? କ’ଣ ରହିଛି ମହିଷାସୁର କାହାଣୀର ସତ୍ୟତା ? ମହିଷାସୁର କିଏ ଥିଲେ? ଏହା କୁହାଯାଏ ଯେ…

Read More