Author: TRUPTIMAYEE SAHOO

ବିହାରର ସେହି ବାହୁବଳୀ ନେତାଙ୍କ କାହାଣୀ,ଭୋଟ୍ ଦିନ ଯାହାଙ୍କର ହୋଇଥିଲା ହତ୍ୟା । ମାଫିଆ ଓ ରାଜନୀତିର ସମ୍ପର୍କର କାହାଣୀ ବେସ ପୁରୁଣା । ଆଗରୁ ମାଫିଆ ନେତାଙ୍କୁ ସାହାଯ୍ୟ କରୁଥିଲା । କିନ୍ତୁ ଗୋଟିଏ ସମୟ ପରେ ମାଫିଆ ଭାବିଲା ଯଦି ଆମ ସାହାଯ୍ୟରେ ନେତା ରାଜନୀତି କରୁଛନ୍ତି,ତେବେ ଆମେ କାହିଁକି ନୁହେଁ। ଆଉ ଏହାଠାରୁ ଆରମ୍ଭ ହେଲା ଅପରାଧୀଙ୍କ ରାଜନୀତିକରଣ। ଅପରାଧୀଙ୍କ ରାଜନୀତିରେ ପ୍ରବେଶ ଭାରତର ସବୁ ରାଜ୍ୟରେ ଅଛି। କିନ୍ତୁ ବିହାରର କାହାଣୀ ଟିକେ ଅଲଗା। ଏଠି ବଡ଼ବଡ଼ ଦଳ ବି ବାହୁବାଳୀଙ୍କୁ ଡରନ୍ତି। ସେମାନଙ୍କ ସାହାଯ୍ୟ ବିନା ନିର୍ବାଚନୀ ବୈତରଣୀ ପାର ହେବା ସହଜ ନୁହେଁ ବୋଲି ମନେ କରନ୍ତି । ବିହାରର ବାହୁବଳୀମାନଙ୍କର ତାଲିକା ବେଶ୍‌ ଲମ୍ବା। ଅନେକ ବାହୁବଳୀ ପ୍ରଥମେ ରାଜନୈତିକ ନେତାଙ୍କ ଛତ୍ରଛାୟା ତଳେ ବଢିବା ପରେ ରାଜନୀତିକୁ ଓହ୍ଲାଇଥିଲେ। ବ୍ୟାଲେଟର ଲଢେଇ ଭିତରକୁ ଏମାନେ ବୁଲେଟ୍ ଆଣିଥିଲେ। ସେହିମାନଙ୍କ ମଧ୍ୟରୁ…

Read More