Author: TRUPTIMAYEE SAHOO

ଶାସନରେ ଥିବାବେଳେ ନବୀନଙ୍କ ସାଙ୍ଗରେ; ଆଉ ଶାସନ ସହ ଲଢ଼ୁଥିବାବେଳେ ଦଳ ବିରୋଧରେ ଅନେକଥର ମୋଦୀ ସଭାରୁ ସମାଲୋଚନାର ବାଣ ମାରିଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତି ଚଳ ଚଞ୍ଚଳ ହୋଇଛି। କିନ୍ତୁ ଏଥର ଗସ୍ତ ସମୟରେ ସେ କାହିଁକି ଗୋଟିଏ ଶବ୍ଦ ବି ନବୀନ ପଟ୍ଟନାୟକ ବା ତାଙ୍କ ଦଳ ବିଷୟରେ କହିଲେ ନାହିଁ? ହିମାଚଳର କଂଗ୍ରସ ସରକାରର ଉଦାହରଣ ଦେଇ କଂଗ୍ରେସଠାରୁ ଦୂରରେ ରହିବାକୁ ଆହ୍ୱାନ ଦେଇଥିବା ମୋଦୀ କ’ଣ ବିଜେଡି ଅପେକ୍ଷା କଂଗ୍ରେସକୁ ବିପଦ ବୋଲି ଗ୍ରହଣ କରୁଛନ୍ତି? ନା ଆଜିବି ବିଜେଡି ତାଙ୍କ ଦଳ ପାଇଁ ବିପଦ ବୋଲି ମୋଦୀ ଚିନ୍ତା କରିଛନ୍ତି? ବିଜୁ ଜନତା ଦଳ ୧୯୯୭ ମସିହାରୁ ରାଜ୍ୟବାସୀଙ୍କ ରାଜନୀତିକ ବଳ ହୋଇ ରହି ଆସିଛି। ଆଜି ବି ବିଜେଡିର ୫୦ ଜଣ ବିଧାୟକ ରହିଛନ୍ତି। ବିଧାନସଭାରେ ସେମାନେ ମୁଖ୍ୟ ବିରୋଧୀ ଦଳ ଆସନରେ ବସିଛନ୍ତି। କିନ୍ତୁ ମୋଦୀ ଏହି ସଂଖ୍ୟା ଗରିଷ୍ଠ…

Read More