Author: TRUPTIMAYEE SAHOO

ସାପ କେବେବି ମଣିଷ ରହୁଥିବା ଅଞ୍ଚଳକୁ ଆସିବାକୁ ଚାହାଁନ୍ତି ନାହିଁ ଏବଂ ସବୁବେଳେ ଅନ୍ଧାରରେ ଲୁଚି ରହିବାକୁ ପସନ୍ଦ କରନ୍ତି, କିନ୍ତୁ ଘର ଓ ଅଗଣାରେ ସୃଷ୍ଟି ହେଉଥିବା କିଛି ପରିସ୍ଥିତି ସେମାନଙ୍କୁ ଘରକୁ ଟାଣି ଆଣିଥାଏ। କିଛି ଗନ୍ଧ ସେମାନଙ୍କୁ ଚୁମ୍ବକ ପରି ନିଜ ଆଡ଼କୁ ଟାଣିଥାଏ ଏବଂ ଶିକାର କରିବା କିମ୍ବା ନିରାପଦ ସ୍ଥାନ ଖୋଜିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏମିତି ନିର୍ଦ୍ଦିଷ୍ଟ ଗନ୍ଧ,ଯାହା ସାପକୁ କରେ ଆକୃଷ୍ଠ ହିନ୍ଦୁ ଧର୍ମରେ ସାପକୁ ଅତ୍ୟନ୍ତ ଶକ୍ତିଶାଳୀ ବୋଲି ବିବେଚନା କରାଯାଏ। ଭଗବାନ ଶିବ ନାଗକୁ ନିଜ ଗଳାରେ ଧାରଣ କରିଛନ୍ତି ଏବଂ ଭଗବାନ ବିଷ୍ଣୁ ସାତ ମୁଣ୍ଡ ବିଶିଷ୍ଟ ଶେଷନାଗଙ୍କ ଶଯ୍ୟା ଉପରେ ବିରାଜମାନ ଅଛନ୍ତି। ପୌରାଣିକ କାହାଣୀରେ ମଧ୍ୟ ସାପ ସମ୍ବନ୍ଧରେ ହଜାର ହଜାର ଉଲ୍ଲେଖ ମିଳେ। ସାପଙ୍କୁ ନେଇ ଭାରତରେ ଅନେକ ଅନ୍ଧବିଶ୍ୱାସ ରହିଛି, ଯେପରି ସାପ ବଦଲା ନେଇଥାଏ, ସାପର ମଥାରେ ନାଗମଣି ଥାଏ…

Read More