Author: TRUPTIMAYEE SAHOO

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଲଜ୍ଜିତ ! ୨୦୨୨ ଟି-୨୦ ବିଶ୍ୱକପ୍ ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ ଭାରତର ୧୦ ୱିକେଟ୍ ରେ ଦମ୍ ଦାର ପରାଜୟକୁ ଉପହାସ କରି ଟ୍ୱିଟ୍ କରିଥିଲେ।  ପ୍ରକୃତରେ, ୨୦୨୧ ଟି-୨୦ ବିଶ୍ୱକପରେ, ପାକିସ୍ତାନ ଭାରତକୁ ୧୦ ୱିକେଟ୍ ରେ ପରାସ୍ତ କରିଥିଲା ରିଜୱାନ ଏବଂ ବାବରଙ୍କ ମଧ୍ୟରେ ଅପରାଜିତ ୧୫୨ ରନ୍ ର ବିଜୟୀ ଭାଗୀଦାରୀ ଥିଲା। ଏବେ ଯେତେବେଳେ ଭାରତୀୟ ଦଳ ଏସିଆ କପରେ ଲଗାତାର ତୃତୀୟ ଥର ପାଇଁ ପାକିସ୍ତାନକୁ ପରାସ୍ତ କରି ନବମ ଥର ପାଇଁ ଟାଇଟଲ୍ ଜିତିଥିଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଯିଏ କେବେ ସୁଯୋଗ ହାତଛଡ଼ା କରନ୍ତି ନାହିଁ ବୋଲି କୁହାଯାଏ, ତୁରନ୍ତ ଟ୍ୱିଟରରେ ପୋଷ୍ଟ କରି ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇବା ସହିତ ପାକିସ୍ତାନକୁ ମଧ୍ୟ ତାଚ୍ଛଲ୍ୟ କରିଛନ୍ତି। ସେ ଲେଖିଛନ୍ତି, “ଏହା ଖେଳ ପଡ଼ିଆରେ ଅପରେସନ୍ ସିନ୍ଦୁର ଫଳାଫଳ ଅପରିବର୍ତ୍ତିତ ରହିଛି – ବିଜୟ ଆମର…

Read More