Author: TRUPTIMAYEE SAHOO

ଆମେ ସମସ୍ତେ ଜାଣୁ ଯେ ଭାରତ ଏପରି ଏକ ଦେଶ ଯେଉଁଠାରେ ସାପ ଏବଂ ହିନ୍ଦୁ ଦେବତାଙ୍କ ମଧ୍ୟରେ ଏକ ପୁରୁଣା ସମ୍ପର୍କ ରହିଛି, ବିଶେଷକରି ଭଗବାନ ଶିବ । ପ୍ରତିବର୍ଷ ନାଗ ପଞ୍ଚମୀ ପର୍ବରେ ଭାରତୀୟ ଗ୍ରାମଗୁଡ଼ିକରେ ହଜାର ହଜାର ଭକ୍ତ ସାପଙ୍କୁ ପୂଜା କରନ୍ତି ଏବଂ ଆଶୀର୍ବାଦ ପାଇବା ପାଇଁ ସେମାନଙ୍କୁ କ୍ଷୀର ଦିଅନ୍ତି । ତଥାପି ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମହାରାଷ୍ଟ୍ରର ପୁନେରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଶୋଲାପୁର ଜିଲ୍ଲାରେ, ଶେତପାଲ ନାମକ ଏକ ଅନନ୍ୟ ଗାଁ ଅଛି ଯେଉଁଠାରେ ଲୋକମାନେ ସାପ ସହିତ ରୁହନ୍ତି । ହଁ, ଏଠାରେ କେବଳ ସାପଙ୍କୁ ପୂଜା କରାଯାଏ ନାହିଁ, ବରଂ ଲୋକମାନେ ସେମାନଙ୍କୁ ନିଜ ଘରେ ରହିବାକୁ ମଧ୍ୟ ଦିଅନ୍ତି । ଆସନ୍ତୁ ଆମେ ଆପଣଙ୍କୁ ଏହି ଗାଁ ବିଷୟରେ କିଛି ଅଧିକ ସୂଚନା ଦେବୁ। ଆମେ ସମସ୍ତେ ଜାଣୁ ଯେ ଭାରତ ଏପରି…

Read More