Author: TRUPTIMAYEE SAHOO

ମହାତ୍ମାଙ୍କ ଦ୍ୱିତୀୟ ପୁତ୍ର ଜଣେ ମୁସଲମାନ ଝିଅକୁ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ବାପୁ ହୋଇନଥିଲେ ରାଜି ମହାତ୍ମା ଗାନ୍ଧୀଙ୍କ ଦ୍ୱିତୀୟ ପୁତ୍ର ମଣିଲାଲ ଭାରତରେ ଜନ୍ମ ହୋଇଥିଲେ ହେଁ ତାଙ୍କ ଜୀବନ ଦକ୍ଷିଣ ଆଫ୍ରିକାରେ ହିଁ ବିତିଥିଲା। ସେ ସେଠାରେ ପିତାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଫିନିକ୍ସ ସେଟଲମେଣ୍ଟ ଓ ଇଣ୍ଡିଆନ ଓପିନିୟନ ଖବରକାଗଜର ସମ୍ପାଦକ ଭାବେ ଭାରତୀୟ ସମୁଦାୟର ଅଧିକାର ପାଇଁ ବହୁତ କାମ କରିଥିଲେ । ଯେତେବେଳେ ମହାତ୍ମା ଗାନ୍ଧୀ ଭାରତକୁ ଫେରି ଆସିଥିଲେ, ମଣିଲାଲ ଦକ୍ଷିଣ ଆଫ୍ରିକାରେ ହିଁ ରହିଗଲେ ଓ ସେଠାରେ ଜଣେ ମୁସଲମାନ ଝିଅ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଲା । ସେ ଝିଅ ଥିଲେ ଗାନ୍ଧୀଜୀଙ୍କ ଜଣେ ମୁସଲମାନ ସହଯୋଗୀଙ୍କ ଝିଅ। ମଣିଲାଲ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ଗାନ୍ଧି ଏହି ବିବାହରେ ରାଜି ନଥିଲେ । ମଣିଲାଲ ଗାନ୍ଧୀ ୧୯୧୭ ମସିହାରେ ପ୍ରଥମ ଥର ପାଇଁ ଦକ୍ଷିଣ…

Read More