Author: TRUPTIMAYEE SAHOO

ଚୀନ ଗସ୍ତ ସମୟରେ କୂଟନୈତିକ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ, ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତ ମୁହାଁ ହୋଇଛନ୍ତି କି ? ଏହି ଅନୁମାନ ସୃଷ୍ଟି ହେଉଛି କାରଣ ଆମେରିକା ପୂର୍ବରୁ ଏହାର ବିଦେଶ ସଚିବ ମାର୍କୋ ରୁବିଓଙ୍କୁ ଭାରତ ଗସ୍ତରେ ପଠାଇସାରିଛି ଏବଂ ଏବେ, ଏକ ଆଶ୍ଚର୍ଯ୍ୟଜନକ ଫୋନ୍ କଲ୍ ମାଧ୍ୟମରେ, ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଭାରତକୁ ପ୍ରଚୁର ପ୍ରଶଂସା କରିଛନ୍ତି । ଡୋନାଲ୍ଡ ଟ୍ରମ୍ପ କ’ଣ କହିଥିଲେ ? “ମୁଁ ଭାରତକୁ ଭଲ ପାଏ । ମୁଁ ସମସ୍ତଙ୍କୁ ‘ନମସ୍କାର’ କହିବାକୁ ଚାହୁଁଛି । ମୁଁ ପ୍ରଧାନମନ୍ତ୍ରୀଙ୍କୁ ଭଲ ପାଏ । ପ୍ରଧାନମନ୍ତ୍ରୀ ମୋଦୀ ମହାନ ; ସେ ମୋର ବନ୍ଧୁ।”                                           — ଡୋନାଲ୍ଡ…

Read More