Author: TRUPTIMAYEE SAHOO

                ଭାସ୍କର ପରିଚ୍ଛା ୧୯୫୦ ମେ ମାସରେ ହରେକୃଷ୍ଣ ମହତାବ ପଣ୍ଡିତ ନେହେରୁଙ୍କ ମନ୍ତ୍ରୀ ମଣ୍ଡଳରେ ଯୋଗ ଦେବା ପାଇଁ ଓଡ଼ିଶା ଛାଡ଼ିବା ପରେ ନବକୃଷ୍ଣ ଚୌଧୁରୀ ମୁଖ୍ୟମନ୍ତ୍ରୀ ହେଲେ । ୧୯୫୦ ମେ ୧୨ରୁ ୧୯୫୬ ଅକ୍ଟୋବର ୧୯ ଯାଏଁ ନବବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ। ଏଥିରୁ ପ୍ରଥମ ଦୁଇ ବର୍ଷ ପ୍ରାକ-ସମ୍ବିଧାନ ଅଧୀନରେ ଓ ଅବଶିଷ୍ଟ ସମୟ ନୂଆ ସମ୍ବିଧାନ ଅଧୀନରେ। ନବକୃଷ୍ଣ ଚୌଧୁରୀ ଦାୟିତ୍ଵ ନେବା ବେଳକୁ ଓଡ଼ିଶାରେ ଦାରିଦ୍ର୍ୟ ଭୟଙ୍କର ରୂପ ନେଇଥିଲା। ନିରକ୍ଷରତା ଅତ୍ୟନ୍ତ ଉଚ୍ଚରେ ଥିଲା। ଭୁ-ସଂସ୍କାର କାର୍ଯ୍ୟକ୍ରମ ଠିକ୍ ଭାବେ ଆରମ୍ଭ କରାଯାଇ ନଥିଲା, ଯେଉଁଥିପାଇଁ କୃଷକମାନେ ଶୋଚନୀୟ ଅବସ୍ଥାରେ ଜୀବନ ଯାପନ କରୁଥିଲେ। ସେତେବେଳେ ରାଜ୍ୟର ଜନସଂଖ୍ୟା ଥିଲା ପ୍ରାୟ ଦେଢ କୋଟି।। ଏଥିରୁ ୯୬ ପ୍ରତିଶତରୁ ଅଧିକ…

Read More