Author: TRUPTIMAYEE SAHOO

ଭାରତ ଭୂମିରୁ ବେଆଇନ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ବାହାର କରିବା ପାଇଁ ମୋଦୀ ସରକାର ଏବେ ଏକ ବିରାଟ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିସାରିଛନ୍ତି। ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋସିଆଲ ମିଡିଆରେ ଏକ ବଡ଼ ଘୋଷଣା କରି ସାରା ଦେଶକୁ ଜଣାଇଛନ୍ତି ଯେ, ଭାରତର ସୁରକ୍ଷା ଏବଂ ଜନସାଂଖ୍ୟିକ ଅସନ୍ତୁଳନ ବା ବଦଳୁଥିବା ଡେମୋଗ୍ରାଫି (Demography) ଉପରେ ଏକ ବଡ଼ ସର୍ଜିକାଲ ଆକ୍ସନ ନିଆଯାଉଛି। ଦେଶରେ ଚାଲିଥିବା ବେଆଇନ ଅନୁପ୍ରବେଶ ଏବଂ ଜନସଂଖ୍ୟାର ଅସ୍ୱାଭାବିକ ପରିବର୍ତ୍ତନର ଯାଞ୍ଚ ପାଇଁ କେନ୍ଦ୍ର ସରକାର ଏକ ‘ହାଇ ଲେଭଲ୍ କମିଟି ଅନ୍ ଡେମୋଗ୍ରାଫିକ୍ ଚେଞ୍ଜ’ (High Level Committee on Demographic Change) ର ଗଠନ କରିଛନ୍ତି। ଅମିତ ଶାହ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଏହି ଅସ୍ୱାଭାବିକ ଜନସାଂଖ୍ୟିକ ପରିବର୍ତ୍ତନ ଯେକୌଣସି ଦେଶର ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ଏକ ଭୟଙ୍କର ବିପଦ। ଆଜି ଆମେ ‘ପୂର୍ବପକ୍ଷ’ର ଏହି ସ୍ୱତନ୍ତ୍ର…

Read More