Author: TRUPTIMAYEE SAHOO

ଓଡ଼ିଶା ପୁଲିସର ସବ–ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ପରୀକ୍ଷା ଦୁର୍ନୀତି ସମୟରେ ପୁରା ରାଜ୍ୟ ଅସ୍ଥିର ହୋଇଥିଲା। ରାଜ୍ୟର ଶହ ଶହ ଆଶାୟୀ- ଯେଉଁମାନଙ୍କ ଲାଗି ସେହି ପରୀକ୍ଷା ବର୍ଷ ବର୍ଷର ପ୍ରସ୍ତୁତି, ପରିବାରର ଆଶା, ଆର୍ଥିକ ଯୁଦ୍ଧ ଓ ଭବିଷ୍ୟତ୍- ସେମାନଙ୍କର ସମସ୍ତ ଶ୍ରମକୁ ଗିଳି ଦେଇଥିଲା ଚାକିରି ବିକ୍ରି ଦୁର୍ନୀତି। ଏହି ଦୁର୍ନୀତିର ମୁଖ୍ୟ କେନ୍ଦ୍ରବିନ୍ଦୁରେ ଥିଲା ‘ସିଲିକନ୍ ଟେକଲାବ୍’ ଯାହାକୁ ପରୀକ୍ଷାର ଟେକ୍ନିକାଲ୍ ଦାୟିତ୍ୱ ଦିଆଯାଇଥିଲା। ମୁଖ୍ୟ ଅଭିଯୁକ୍ତ ସୁରେଶ ଚନ୍ଦ୍ର ନାୟକ ଗିରଫ ହୋଇଥିଲେ ତାଙ୍କ ମ୍ପାନୀକୁ  “ଏମ୍ପାନେଲମେଣ୍ଟରୁ ହଟାଇବା” ଭଳି ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ କରି ସରକାର ନିଜ କର୍ତ୍ତବ୍ୟକୁ ସମାପ୍ତ କରିଦେଇଛନ୍ତି। ତେଣୁ ପ୍ରଶ୍ନ ଉଠୁଛି- ଏତେ ବଡ଼ ଅପରାଧ କରିଥିବା କମ୍ପାନୀକୁ କାହିଁକି ବ୍ଲାକଲିଷ୍ଟ କରାଯାଇ ନାହିଁ? ଏହି ପ୍ରଶ୍ନ ସାଧାରଣ ବିବେଚନାରୁ ନୁହେଁ- ଏହା ରାଜ୍ୟର ସାର୍ବଜନିନ ନ୍ୟାୟ ଓ ଅଧିକାର ପ୍ରତି ସନ୍ଦେହ ସୃଷ୍ଟି କରୁଛି।ଆଜିର ପ୍ରସଙ୍ଗ-ଏସଆଇ ପରୀକ୍ଷା…

Read More