Author: TRUPTIMAYEE SAHOO

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ଦୁଇ ଦିନିଆ ଗସ୍ତର ଦ୍ୱିତୀୟ ଦିନରେ ଶୁକ୍ରବାର ରାଜଘାଟରେ ପହଞ୍ଚିଥିଲେ, ଯେଉଁଠାରେ ସେ ମହାତ୍ମା ଗାନ୍ଧୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଗସ୍ତ ସମୟରେ ପୁଟିନ ରାଜଘାଟରେ ପରିଦର୍ଶକ ପୁସ୍ତକରେ ସ୍ୱାକ୍ଷର କରି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପୁଟିନ ଋଷୀୟ ଭାଷାରେ ଲେଖିଛନ୍ତି ଯେ ଆଧୁନିକ ଭାରତ ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମହାତ୍ମା ଗାନ୍ଧୀ ଜଣେ ମହାନ ମାନବବାଦୀ ଥିଲେ । ବିଶ୍ୱ ଶାନ୍ତି ପାଇଁ ତାଙ୍କର ଅବଦାନ ଅମୂଲ୍ୟ। Delhi | Russian President Vladimir Putin signed the visitors’ book at the Rajghat, where he paid tribute to Mahatma Gandhi. pic.twitter.com/1Eku1nN4Ua — ANI (@ANI) December 5, 2025 ସମ୍ମାନ ଏବଂ ସମାନତାର ନୀତି ଉପରେ ଆଧାରିତ ଏକ ବିଶ୍ୱ ପୁଟିନ ଲେଖିଛନ୍ତି “ମହାତ୍ମା ଗାନ୍ଧୀଙ୍କ ସ୍ୱାଧୀନତା, ସତ୍ୟ, ଅହିଂସା…

Read More