Author: TRUPTIMAYEE SAHOO

ଓଡ଼ିଶାର ରାଜନୈତିକ ଓ ସାମାଜିକ ଇତିହାସରେ ପାଟଣାଗଡ଼ ରାଜ୍ୟର ନାମ ଏକ ଅଲଗା ମର୍ଯ୍ୟାଦା ରଖିଛି। ଏହି ମାଟିରୁ ରାଜ୍ୟ ଏକ ପ୍ରଜାବତ୍ସଳ ମହାରାଜା- ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ରୂପରେ ପାଇଥିଲା, ଯିଏ କେବଳ ରାଜା ନୁହେଁ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ରାଜ୍ୟର ରାଜନୀତିକୁ ଉଜ୍ଜ୍ୱଳ କରି ଉଦାହରଣ ସୃଷ୍ଟି କରିଥିଲେ। ତାଙ୍କ ପୁଅ ରାଜ ରାଜ ସିଂହଦେଓ ମଧ୍ୟ ପ୍ରଜାବତ୍ସଳ ଥିଲେ। ପ୍ରଜାଙ୍କ ହିତ ତାଙ୍କର ନୀତି ଥିଲା। ନାତି ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ମହାରାଜା କନକ ବର୍ଦ୍ଧନ ସିଂହଦେଓ। ଏହି ତିନିପିଢ଼ିର ରାଜନୈତିକ–ସାମାଜିକ ପରମ୍ପରା ପ୍ରଜାଙ୍କ ସୁଖ–ଦୁଃଖ ସହ ଗଭୀର ଭାବରେ ଜଡ଼ିତ। କିନ୍ତୁ ଦୁଃଖର କଥା ହେଉଛି ତାଙ୍କ ବିଭାଗରେ ଟାଟା ପାୱାର ଭଳି ଏକ ଘରୋଇ ବ୍ୟବସାୟିକ ସଂସ୍ଥା ପ୍ରଜାଙ୍କୁ ଉତ୍ପୀଃଡ଼ନ କରୁଥିଲେ ହେଁ ସେ ଚୁପ୍‍ ରହୁଛନ୍ତି କାହିଁକି? ଟାଟା ପାୱାରର ସାମ୍ନାରେ ମହାରାଜା ଏବେ ‘ପାୱାରଲେସ’ କନକ ବର୍ଦ୍ଧନ ସିଂହଦେଓଙ୍କୁ ନେଇ…

Read More