Author: TRUPTIMAYEE SAHOO

ଯୋଜନାର ପୁନଃବ୍ରାଣ୍ଡିଂ କ’ଣ ପ୍ରଶାସନିକ ସଂସ୍କାର, ନା ରାଜନୈତିକ ସ୍ମୃତି ଲିଭାବାର ଉପାୟ? ଭାରତର ଲୋକତାନ୍ତ୍ରିକ ରାଜନୀତିରେ “ଯୋଜନା” କେବଳ ଏକ ପ୍ରଶାସନିକ ଉପକରଣ ନୁହେଁ, ଏହା ଶାସନର ଆଦର୍ଶ, ଦୃଷ୍ଟିକୋଣ ଓ ରାଜନୈତିକ ଉତ୍ତରାଧିକାରର ଏକ ପ୍ରତୀକ। ସେହି କାରଣରୁ ଗତ ୧୧ ବର୍ଷ ମଧ୍ୟରେ ମୋଦି ସରକାର ଦ୍ୱାରା ୨୫ରୁ ଅଧିକ ଯୋଜନାର ନାମ ପରିବର୍ତ୍ତନ ହୋଇଛି। ବିରୋଧୀଙ୍କ ମତାନୁସାରେ ୨୮ଟି—ୟୁପିଏ ସରକାର ସମୟରେ ଆରମ୍ଭ ହୋଇଥିବା ଯୋଜନା ଓ ପ୍ରକଳ୍ପର ନାମ ପରିବର୍ତ୍ତନ ହୋଇଛି। କେତେକ କ୍ଷେତ୍ରରେ ପୁନଃବ୍ରାଣ୍ଡିଂ କରାଯିବା ନେଇ ଚର୍ଚ୍ଚା କେବଳ ନୀତିଗତ ନୁହେଁ, ଗଭୀର ଆଦର୍ଶଗତ ରୂପ ନେଇଛି। ବିରୋଧୀ ଦଳଗୁଡ଼ିକ ଏହାକୁ “ନାମ ପରିବର୍ତ୍ତନ ନୀତି” ବୋଲି ଅଭିହିତ କରି ଏହାକୁ ପୂର୍ବତନ ସରକାରମାନଙ୍କ ରାଜନୈତିକ ଅବଦାନକୁ ଲିଭାଇ ଦେବାର ଏକ ସଂଗଠିତ ପ୍ରୟାସ ବୋଲି ଅଭିଯୋଗ କରୁଛନ୍ତି। ସରକାର, ତା’ପକ୍ଷରୁ, ଯୁକ୍ତି ଦେଉଛନ୍ତି ଯେ ଏହି ପରିବର୍ତ୍ତନ କେବଳ ନାମରେ…

Read More