Author: TRUPTIMAYEE SAHOO

ଭାରତୀୟ ଗଣତନ୍ତ୍ରର ଇତିହାସରେ ୨୦୨୬ ମସିହା କେବଳ ଏକ କାଳକ୍ରମ ନୁହେଁ, ବରଂ ଏହା ଆଦର୍ଶଗତ ଓ ରଣନୈତିକ ରାଜନୀତିର ଏକ ବଡ଼ ପରୀକ୍ଷାଗାର ଭାବେ ଉଭା ହେବାକୁ ଯାଉଛି। ପଶ୍ଚିମବଙ୍ଗ, ଆସାମ, କେରଳ ଏବଂ ତାମିଲନାଡୁ ପରି ଭିନ୍ନ ସାଂସ୍କୃତିକ ଓ ଭୌଗୋଳିକ ପୃଷ୍ଠଭୂମି ବିଶିଷ୍ଟ ରାଜ୍ୟଗୁଡ଼ିକରେ ହେବାକୁ ଥିବା ନିର୍ବାଚନ, ଭାରତୀୟ ଜନତା ପାର୍ଟିର ସବୁଠାରୁ ବଡ଼ ସଙ୍କଳ୍ପ ‘ହିନ୍ଦୁତ୍ୱ’ର ପ୍ରଭାବକୁ ମାପିବାର ଏକ ମାନଦଣ୍ଡ ହେବ। ଜଣେ ସାଧାରଣ ନାଗରିକ ପାଇଁ ଏହା କେବଳ ସରକାର ବଦଳିବାର ପ୍ରକ୍ରିୟା ହୋଇପାରେ, କିନ୍ତୁ ରାଜନୈତିକ ବିଶେଷଜ୍ଞଙ୍କ ଦୃଷ୍ଟିରେ ଏହା ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ଏକ “ସେମିଫାଇନାଲ୍”। ହିନ୍ଦୁତ୍ୱ ରାଜନୀତିର ପ୍ରାସଙ୍ଗିକତା ଏବଂ ଦଳର ‘ବିଶ୍ୱଗୁରୁ’ ପରିକଳ୍ପନା ମଧ୍ୟରେ ଥିବା ସନ୍ତୁଳନକୁ ଏହି ନିର୍ବାଚନର ଫଳାଫଳ ହିଁ ସ୍ପଷ୍ଟ କରିବ। କଣ ଏହି ରାଜ୍ୟଗୁଡ଼ିକରେ ହିନ୍ଦୁତ୍ୱ କାର୍ଡ ସଫଳ ହେବ, ନା ଦଳକୁ ନିଜର ଶେଷ ବିକଳ୍ପ ଭାବେ…

Read More