Author: TRUPTIMAYEE SAHOO

ଆଗାମୀ ସପ୍ତାହଟି ଅନେକ ରାଶି ପାଇଁ ସଫଳତା, ଆର୍ଥିକ ଉନ୍ନତି ଓ ମାନସିକ ଶାନ୍ତି ଆଣିବାର ସଙ୍କେତ ଦେଉଛି । କେତେକ ରାଶି ପାଇଁ କର୍ମକ୍ଷେତ୍ରରେ ପଦୋନ୍ନତି ଓ ସମ୍ମାନ ମିଳିବା ସହ ପାରିବାରିକ ସୁଖ ବୃଦ୍ଧି ପାଇବ, ତେବେ କିଛି ରାଶିକୁ ସ୍ୱାସ୍ଥ୍ୟ ଓ ସମ୍ପର୍କ କ୍ଷେତ୍ରରେ ସତର୍କ ରହିବାକୁ ପଡ଼ିପାରେ। ଚାଲନ୍ତୁ ଜାଣିବା ୧୨ଟି ରାଶିର ସମ୍ପୂର୍ଣ୍ଣ ସାପ୍ତାହିକ ରାଶିଫଳ। ମେଷ:ଏହି ସପ୍ତାହରେ ସରକାରୀ କର୍ମଚାରୀମାନେ କର୍ମକ୍ଷେତ୍ରରେ ପ୍ରଶଂସାର ଯୋଗ ରଖିଛନ୍ତି। ପାର୍ଟନରସିପ୍ ବ୍ୟବସାୟରେ ସହଯୋଗ ମିଳିବ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବା ସହ ଅଟକିଥିବା ଧନ ପ୍ରାପ୍ତିର ସମ୍ଭାବନା ରହିଛି। ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଯିବ। ବୃଷ:ପ୍ରଶାସନ, ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିମାନେ ଶୁଭ ଫଳ ପାଇବେ। ନୂତନ ବନ୍ଧୁତ୍ୱ ବ୍ୟବସାୟ ଉନ୍ନତିରେ ସାହାଯ୍ୟ କରିବ। ଆୟର ନୂତନ ଉତ୍ସ ଖୋଲିବା ସହ ପୁରାତନ ରୋଗରୁ ମୁକ୍ତି ମିଳିବ। ମିଥୁନ:ଏହି ସପ୍ତାହରେ ବ୍ୟବସାୟରେ ଆଶାଅପେକ୍ଷା ଅଧିକ…

Read More