Author: TRUPTIMAYEE SAHOO

ଗହଣା କିଣିବା ଆଗରୁ ସୁନାର ଦର ଜାଣିବା ଗ୍ରାହକଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ । ବିବାହ ଋତୁ, ପର୍ବପର୍ବାଣୀ କିମ୍ବା ନିବେଶ ଉଦ୍ଦେଶ୍ୟରେ ସୁନା କିଣିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ଆଜିର ସୁନା ଦର ଜା ଣିବା ବହୁତ ଜରୁରୀ। ଆଜି ଭାରତୀୟ ବଜାରରେ ସୁନା ଦରରେ ସ୍ଥିରତା ଦେଖିବାକୁ ମିଳିଛି । ଆଜି ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧,୬୨,୭୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନାର ଦର ୧,୪୯,୧୫୦ ଟଙ୍କାକୁ ଛୁଇଁଛି । ଏହି ଦର ସାରା ଦେଶର ଅନେକ ପ୍ରମୁଖ ସହରରେ ପ୍ରାୟ ସମାନ ରହିଥିବା ବେଳେ କିଛି ସହରରେ ତଫାତ୍ ଦେଖାଯାଉଛି । ରାଜଧାନୀ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧,୬୨,୭୧୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍ ସୁନା ୧,୪୯,୧୫୦ ଟଙ୍କାରେ ବିକ୍ରି ହେଉଛି। ଓଡ଼ିଶାରେ ଗହଣା କିଣିବାକୁ…

Read More