Author: TRUPTIMAYEE SAHOO

BSNL ୟୁଜର୍ସମାନଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର। ୭୭ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ଭାରତ ସଂଚାର ନିଗମ ଲିମିଟେଡ୍ (BSNL) ତାଙ୍କ ଗ୍ରାହକଙ୍କ ପାଇଁ ଏକ ଆକର୍ଷଣୀୟ ପ୍ରିପେଡ୍ ପ୍ଲାନ୍ ଲଞ୍ଚ କରିଛି। ଏହି ନୂଆ ପ୍ଲାନର ନାମ Bharat Connect 2626 Mobile Prepaid Plan ରଖାଯାଇଛି, ଯାହା ଗଣତନ୍ତ୍ର ଦିବସ ଅଫର ଭାବରେ ଆଣାଯାଇଛି। ଏହି ପ୍ଲାନର ମୂଲ୍ୟ ୨,୬୨୬ ଟଙ୍କା ଏବଂ ଏହାର ଭାଲିଡିଟି ୩୬୫ ଦିନ, ଅର୍ଥାତ୍ ପୂରା ଗୋଟିଏ ବର୍ଷ। BSNL କହିଛି ଯେ, ଏହି ପ୍ଲାନ୍ ଖାସ୍ କରି ସେହି ୟୁଜର୍ସମାନଙ୍କ ପାଇଁ ଯେଉଁମାନେ ଦୀର୍ଘମିଆଦି ପ୍ଲାନ୍ ଚାହୁଁଛନ୍ତି ଓ କମ୍ ଖର୍ଚ୍ଚରେ ଅଧିକ ଲାଭ ଉଠାଇବାକୁ ଚାହୁଁଛନ୍ତି । ଦୈନିକ ୭.୧୯ ଟଙ୍କା ଖର୍ଚ୍ଚରେ ପୂରା ବର୍ଷର ସୁବିଧା ୨୬୨୬ ଟଙ୍କାର ଏହି ଆନୁଆଲ୍ ପ୍ଲାନ୍‌ରେ ପ୍ରତିଦିନ ଖର୍ଚ୍ଚ ହିସାବ କଲେ ମାତ୍ର ୭.୧୯ ଟଙ୍କା…

Read More