Author: TRUPTIMAYEE SAHOO

ଗ୍ରୀଷ୍ମ ଋତୁ ଆସିବା ସହିତ ଶରୀରରେ ଜଳୀୟ ଅଂଶ କମିବା, ଅଧିକ ତାପମାନ ଏବଂ ଦେହରେ ଅନେକ ସମସ୍ୟା ସୃଷ୍ଟି କରିଥାଏ । ଏହି ସମୟରେ ଶରୀରକୁ ସୁସ୍ଥ ରଖିବା ପାଇଁ ପର୍ଯ୍ୟାପ୍ତ ପାଣି ପିଇବା, ପୋଷକତତ୍ତ୍ୱରେ ଧ୍ୟାନ ଦେବା ଖାଦ୍ୟ ଖାଇବା ଓ ଫଳ ସେବନ କରିବା ଜରୁରୀ। ଫଳରେ ଭିଟାମିନ୍ସ, ମିନେରାଲ୍ସ ଓ ପ୍ରକୃତିଜନିତ ଉପାଦାନ ଥାଏ, ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ। କିନ୍ତୁ କିଛି ଫଳ ଏମିତି ଥାଏ, ଯାହାକୁ ଖରାଦିନେ ଅଧିକ ଖାଇବା ଶରୀର ପାଇଁ କ୍ଷତିକାରକ ହୋଇପାରେ। ତେଣୁ ଏଥିରେ ସତର୍କ ରହିବା ଅତ୍ୟନ୍ତ ଆବଶ୍ୟକ। ଏଠାରେ ଗ୍ରୀଷ୍ମ ଋତୁରେ ସତର୍କତା ସହିତ ଖାଇବା ଉଚିତ ୫ଟି ଫଳର ସୂଚୀ ଦିଆଯାଇଛି— ୧. ଲିଚୁ: ଲିଚୁ ସ୍ୱାଦରେ ମଧୁର ଓ ପ୍ରିୟ ଫଳ। ଏହାର ସୁଗାର ମାତ୍ରା ଅଧିକ, ଯାହା ଖରାଦିନେ ଅଧିକ ଖାଇଲେ ପେଟ ଯନ୍ତ୍ରଣା, ଝାଡା ଓ ହଜମର…

Read More