Author: TRUPTIMAYEE SAHOO

ସ୍ମାର୍ଟଫୋନ୍ ପ୍ରେମୀଙ୍କ ପାଇଁ ବଡ଼ ଖୁସିର ଖବର । Vivo ଭାରତୀୟ ବଜାରରେ ନିଜର X200 ସିରିଜର ଆଉ ଏକ ଶକ୍ତିଶାଳୀ ଫ୍ଲାଗସିପ୍ ସ୍ମାର୍ଟଫୋନ୍ Vivo X200T କୁ ଲଞ୍ଚ କରିଛି। ଦୀର୍ଘ ଦିନ ଧରି ଏହି ଫୋନ୍‌କୁ ନେଇ ଟେକ୍ ମାର୍କେଟରେ ଚର୍ଚ୍ଚା ଚାଲିଥିବା ବେଳେ, ଶେଷରେ କମ୍ପାନୀ ଏହାର ସମ୍ପୂର୍ଣ୍ଣ ଫିଚର୍ସ ଓ ମୂଲ୍ୟ ସାମ୍ନାକୁ ଆଣିଛି। ପ୍ରିମିୟମ୍ ଡିଜାଇନ୍, ଶକ୍ତିଶାଳୀ ପ୍ରୋସେସର୍ ଓ ଦମଦାର୍ କ୍ୟାମେରା ସେଟଅପ୍ ଏହି ଫୋନ୍‌କୁ ଫ୍ଲାଗସିପ୍ ସେଗମେଣ୍ଟରେ ଏକ ଶକ୍ତ ଦାବିଦାର କରିଛି । Vivo X200Tର ଡିଜାଇନ୍ ଓ ଲୁକ୍ ଦେଖିଲେ ପ୍ରଥମେ ଆକର୍ଷିତ କରେ । ଏହି ଫୋନ୍‌ର ପଛ ପ୍ୟାନେଲରେ ଗୋଲାକାର କ୍ୟାମେରା ମଡ୍ୟୁଲ୍ ଦିଆଯାଇଛି, ଯାହା ଏହାକୁ ପ୍ରିମିୟମ୍ ଲୁକ୍ ପ୍ରଦାନ କରେ । Zeiss ସହଯୋଗରେ ତିଆରି ହୋଇଥିବା କ୍ୟାମେରା ସିଷ୍ଟମ୍ Vivoର X ସିରିଜର ଏକ ବିଶେଷ ପରିଚୟ। ଫିଚର୍ସ ଦିଗରୁ କଥା…

Read More