Author: TRUPTIMAYEE SAHOO

ଭରଣପୋଷଣ ମାମଲାରେ ସ୍ତ୍ରୀଙ୍କ ପାଇଁ ଏକ ନୂଆ ସୁବିଧା ମିଳିଛି । କେନ୍ଦ୍ରୀୟ ସୂଚନା କମିସନ (CIC) ଏହି ବିଷୟରେ ନିର୍ଦ୍ଦେଶ ଦେଇଛି ଯେ, ସ୍ତ୍ରୀ ନିଜ ସ୍ୱାମୀଙ୍କ ମୋଟ ବାର୍ଷିକ ଆୟ ଜାଣିବାର ଅଧିକାର ରଖନ୍ତି । ଏହା RTI (Right to Information) ଆଇନ ଅନୁସାରେ ସମ୍ଭବ । ଭରଣପୋଷଣ ମାମଲାରେ ଯେତେବେଳେ ପତ୍ନୀ ନିଜର ସ୍ୱାମୀଙ୍କର ପ୍ରକୃତ ଆୟ ଜାଣିବାକୁ ଚାହାନ୍ତି, ସେତେବେଳେ ସ୍ୱାମୀ ଏହାକୁ ଲୁଚାଇ ପାରିବେ ନାହିଁ। ନିର୍ଦ୍ଦେଶ ଅନୁସାରେ, ଏକ ପତ୍ନୀ ଭରଣପୋଷଣ ମାମଲାରେ  ସ୍ୱାମୀଙ୍କର ବର୍ଷିକ ଆୟ, କେତେ ଟଙ୍କାର ଟାକ୍ସ ଦେଉଛନ୍ତି, ସେ ବିଷୟରେ ସୂଚନା ଆବଶ୍ୟକ ପାଇପାରିବେ। ଏହାକୁ ସ୍ୱାମୀଙ୍କର ଗୋପନୀୟ ତଥ୍ୟ ବୋଲି ଦେଖିବାର ଅଧିକାର କୋର୍ଟ ଓ CIC ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ସୂଚନା କେବଳ ସ୍ତ୍ରୀଙ୍କ ପ୍ରତି ଭରଣପୋଷଣ ମାମଲା ପାଇଁ ସୀମିତ ହୋଇଥାଏ। ଯଦି ସ୍ୱାମୀ ଜଣେ ସରକାରୀ କର୍ମଚାରୀ ହୋଇଥାନ୍ତି, ତେବେ…

Read More