Author: TRUPTIMAYEE SAHOO

ଗହଣା କିଣିବା ପୂର୍ବରୁ ସୁନାର ଦର ଓ ଶୁଦ୍ଧତା ବିଷୟରେ ସଚେତନ ରହିବା ଦରକାର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧,୬୫,୧୭୦ ଟଙ୍କା ଓ ୨୨ କ୍ୟାରେଟ ସୁନାର ମୂଲ୍ୟ ୧,୫୧,୪୦୦ ଟଙ୍କା ରହିଛି । ଏହି ସୁନା ଦର ସହର ଅନୁସାରେ କିଛି ପରିବର୍ତ୍ତନ ଦେଖାଯାଉଛି। ଭୁବନେଶ୍ୱର ୨୪ କ୍ୟାରେଟ ସୁନା ୧,୬୫,୧୭୦ ଟଙ୍କା ଓ ୨୨ କ୍ୟାରେଟ ୧,୫୧,୪୦୦ ଟଙ୍କାରେ ଉପଲବ୍ଧ। ମୁମ୍ବାଇରେ ମୂଲ୍ୟ ସମାନ କିନ୍ତୁ ନୂଆଦିଲ୍ଲୀରେ ୨୪ କ୍ୟାରେଟ ସୁନା ୧,୬୫,୩୦୦ ଟଙ୍କା ଓ ୨୨ କ୍ୟାରେଟ ୧,୫୧,୫୫୦ ଟଙ୍କାରେ ଉପଲବ୍ଧ ଅଛି। ଦକ୍ଷିଣର ସହର ଚେନ୍ନାଇରେ ୨୪ କ୍ୟାରେଟ ସୁନା ୧,୬୭,୩୪୦ ଟଙ୍କା ଓ ୨୨ କ୍ୟାରେଟ ୧,୫୩,୩୦୦ ଟଙ୍କାରେ ବିକ୍ରୟ ହେଉଛି। ପୂର୍ବ ଭାରତର କୋଲକାତାରେ ୨୪ କ୍ୟାରେଟ ସୁନା ୧,୬୫,୧୭୦ ଟଙ୍କା ଓ ୨୨ କ୍ୟାରେଟ ୧,୫୧,୪୦୦ ଟଙ୍କାରେ ଉପଲବ୍ଧ। ସୁନା କିଣିବା ପୂର୍ବରୁ ଏହାର…

Read More