Author: TRUPTIMAYEE SAHOO

୨୦୨୭ ପୂର୍ବରୁ ଓଡ଼ିଶାର ସ୍ଥାନୀୟ ରାଜନୀତି : ପଞ୍ଚାୟତ–ପୌର ନିର୍ବାଚନ, ପ୍ରଶାସନିକ ପ୍ରସ୍ତୁତି ଓ ଦଳୀୟ ଗଣିତ ୨୦୨୭ରେ ଓଡ଼ିଶାରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ଓ ପୌର ନିର୍ବାଚନ ହେବାର ସମ୍ଭାବନା ଏବେ ରାଜନୈତିକ ଓ ପ୍ରଶାସନିକ ମହଲରେ ଗମ୍ଭୀର ଆଲୋଚନାର ବିଷୟ । ନିର୍ବାଚନ ଘୋଷଣା ହୋଇନଥିଲେ ବି, ତାହାର ପ୍ରଭାବ ରାଜ୍ୟର ପ୍ରତ୍ୟେକ ଜିଲ୍ଲା, ବ୍ଲକ୍‌ ଓ ଓୟାର୍ଡ ସ୍ତରରେ ଅନୁଭବ ହେଉଛି । ଓଡ଼ିଶାର ସ୍ଥାନୀୟ ସ୍ୱୟଂଶାସନ ବ୍ୟବସ୍ଥା କେବଳ ପ୍ରଶାସନର ଏକ ଗଠନ ନୁହେଁ ; ଏହା ରାଜ୍ୟ ରାଜନୀତିର “ମୂଳ ଭିତ୍ତି”। ଏହି ଭିତକୁ ନିୟନ୍ତ୍ରଣ କରିପାରିଲେ, ବିଧାନସଭା ଓ ସାଧାରଣ ନିର୍ବାଚନରେ ଦଳଗୁଡ଼ିକର ମାର୍ଗ ଅନେକ ସହଜ ହୋଇଯାଏ । ଉପନିର୍ବାଚନ ନାହିଁ, ଖାଲି ପଦବୀ ରହିଛି : ପ୍ରଶାସନିକ ବାସ୍ତବତା ବର୍ତ୍ତମାନ ଓଡ଼ିଶାର ପଞ୍ଚାୟତିରାଜ ବ୍ୟବସ୍ଥାରେ ପ୍ରାୟ ହଜାରେ ପଦବୀ ଦୀର୍ଘ ସମୟ ଧରି ଖାଲି ପଡ଼ିଛି । ସାଧାରଣ…

Read More