Author: TRUPTIMAYEE SAHOO

ଭାରତୀୟ ପରମ୍ପରାରେ ତମ୍ବା ପାତ୍ରରେ ପାଣି ପିଇବାକୁ ସୁସ୍ଥ୍ୟ ପାଇଁ ଉପକାରୀ ବୋଲି ମାନାଯାଏ। ଆୟୁର୍ବେଦରେ ମଧ୍ୟ ତମ୍ବାର ଗୁଣକୁ ସ୍ୱାସ୍ଥ୍ୟର ଦୃଷ୍ଟିରୁ ଗୁରୁତ୍ୱ ଦିଆଯାଇଛି । ତମ୍ବାରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଅକ୍ସିଡାଣ୍ଟ ଏବଂ ଆଣ୍ଟି ଇନଫ୍ଲାମେଟରୀ ଗୁଣ ଶରୀର ପାଇଁ ଲାଭକାରକ ଯାହା ହଜମ, ରକ୍ତ ଶୁଧିକରଣ ଏବଂ ସାରା ଶରୀରର ସୁସ୍ଥତାକୁ ଦୃଢ କରିଥାଏ । ଏହି ପାଣି ପିଇବା ଦ୍ୱାରା କିଛି ଅନେକ ରୋଗରୁ ମୁକ୍ତି ମିଳିପାରେ ଯଥା – ଗ୍ୟାସ, ଏସିଡିଟି, କୋଷ୍ଠକାଠିନ୍ୟ, ଏନିମିଆ ଏବଂ ଅର୍ଥରାଇଟିସ। ତମ୍ବାର ଗୁଣ ହଜମ ଶକ୍ତିକୁ ସମର୍ଥନ କରିଥାଏ ଏବଂ ଶରୀରକୁ ଡିଟକ୍ସ କରିବାରେ ସହାୟକ । ସକାଳୁ ଖାଲି ପେଟରେ ପିଇଲେ ଲାଭ: ରାତି ସାରା ତମ୍ବା ପାତ୍ରରେ ରହିଥିବା ପାଣି ସକାଳୁ ଖାଲି ପେଟରେ ପିଇଲେ ଏନିମିଆ କମିଯାଏ । ଏହା ଥାଇରଏଡ୍ ହର୍ମୋନକୁ ସମତୁଳିତ ରଖିବାରେ ସହାୟକ ଏବଂ ମେଟାବଲିଜିମକୁ ସୁସ୍ଥ…

Read More