Author: TRUPTIMAYEE SAHOO

ଅନେକ ଘର ପାଖରେ ସାଇପ୍ରସ, ଲେମ୍ବୁ ଏବଂ ମଲ୍ଲି ଗଛ ଲଗାଇଥାନ୍ତି । ଏହି ଗଛ ଦେଖିବାକୁ ଖୁବ ସୁନ୍ଦର ହୋଇଥାଏ । କିନ୍ତୁ ଏହା ମାନବ ଜୀବନ ପାଇଁ କେତେକ ସମୟରେ କ୍ଷତିକାରକ ହୋଇପାରେ । ବହୁ  ସମୟରେ, ଏହି ଗଛ ପାଖରେ ସାପ ଓ ଅନ୍ୟାନ୍ୟ ବିଷାକ୍ତ ପ୍ରାଣୀ ଲୁଚି ରହିଥାନ୍ତି। ଏହି ଘଟଣା ପ୍ରାୟତଃ ଘର ଚାରିପାଖରେ ଥିବା ଖାଲି ସ୍ଥାନରେ ଘଟେ । ଖାଲି ସ୍ଥାନରେ ଲମ୍ବା ଘାସ ଓ ଝାଡ଼ି ବଢ଼ିଯାଏ, ଯାହା ସାପ ଓ ବିଷାକ୍ତ ପ୍ରାଣୀଙ୍କ ପାଇଁ ଲୁଚିବାର ସହଜ ସୁଯୋଗ ଦେଇଥାଏ । ସାପ ଏବଂ ଛୋଟ ବିଷାକ୍ତ ପ୍ରାଣୀ ଏହି ସ୍ଥାନରେ ମୂଷା ଓ ଛୋଟ ପକ୍ଷୀମାନଙ୍କୁ ଶିକାର କରନ୍ତି। ମଲ୍ଲି ଫୁଲ ଏବଂ ସାପ ମଲ୍ଲି ଫୁଲର ବାସ୍ନା ଏତେ ତୀବ୍ର ଯେ ଏହା ସାପ ଓ ଅନ୍ୟାନ୍ୟ ବିଷାକ୍ତ ପ୍ରାଣୀଙ୍କୁ ଆକର୍ଷିତ କରେ । ଏହି…

Read More